ଜମ୍ମୁ କଶ୍ମୀର : ଘାଟି ତଳକୁ ଖସିଲା ବସ୍ । ୨ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ୧୨ ଜଣ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳ କାଣ୍ଡଭା ନିକଟରେ ସିଆରପିଏଫ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା...
Read moreଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାଧୁରୀ । ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଆଜି...
Read moreନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଷଭ ପନ୍ତ ମହାନତାର ପରିଚୟ ଦେଇଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ନିକଟରେ ଭଙ୍ଗାପାଦରେ ବ୍ୟାଟିଂ କରିବାକୁ ଆସି ଖେଳ ପ୍ରତି ଆଗ୍ରହ ଦେଖାଇ ଫ୍ୟାନ୍ସଙ୍କ ମନ ଜିଣିନେଇଥିଲେ...
Read moreକେନ୍ଦ୍ରପଡା: ରାଜ୍ୟରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରପଡା ଜିଲ୍ଲା ପଟ୍ଟାପୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁକ୍ତ ୩ ର ଶେଷ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା...
Read moreଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟ ସରକାର ଓଡିଆ ଭାଷାକୁ ଗୁରୁତ୍ଵ ଦେଇ ଓଡ଼ିଶାର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରିଛନ୍ତି। ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ସମସ୍ତ...
Read moreନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଭାରତ ନିରନ୍ତର ରୁଷିଆରୁ ତେଲ କିଣୁଛି, ଯାହା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଟ୍ରମ୍ପଙ୍କ ଏହି ଆଦେଶ...
Read moreନୂଆଦିଲ୍ଲୀ: ଟେଷ୍ଟ ପରେ ODIରେ ରୋହିତ ଶର୍ମାଙ୍କ ସ୍ଥାନ ନେବାକୁ ଶୁଭମନ ଗିଲ୍ ପ୍ରସ୍ତୁତ। ଏହି ଦାବି କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍। ସେ ଇଂଲଣ୍ଡ ଗସ୍ତରେ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ୍ କହିଛନ୍ତି ଯେ,...
Read moreନୂଆଦିଲ୍ଲୀ: ପ୍ରତିରକ୍ଷା ବିଭାଗର ପ୍ରମୁଖ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ମଙ୍ଗଳବାର (୫ ଅଗଷ୍ଟ, ୨୦୨୫) କହିଛନ୍ତି ଯେ, ଭାରତୀୟ ସେନାକୁ ପାକିସ୍ତାନର ପ୍ରତ୍ୟେକ ପ୍ରକାରର ହିଂସାତ୍ମକ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ରହିବାକୁ ପଡିବ।ସେ କହିଛନ୍ତି ଯେ, ପାକିସ୍ତାନକୁ ଚ୍ୟାଲେଞ୍ଜ...
Read moreନୂଆଦିଲ୍ଲୀ : ଜର୍ମାନୀରେ ବାହା ହେଲେ, ଆଉ ଦିଲ୍ଲୀରେ ରିସେପ୍ସନ ଦେଲେ । ଦେଶର ଏହି ଓଲ୍ଡ କପଲ୍ ବା ବୃଦ୍ଧ ଦଂପତ୍ତି ନିଜ ବାହାଘରକୁ ନେଇ ଗତ ମାସରେ ଖୁବ୍ ଚର୍ଚ୍ଚାରେ ସାଉଁଟିଥିଲେ । ଆଉ ମଙ୍ଗଳବାର ରାତିରେ ଏହି...
Read moreନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ । କର୍ତ୍ତବ୍ୟ ଭବନ ୩ରେ କମନ...
Read moreCopyright © 2023.