ମୁଖ୍ୟ ଖବର

ଭାରତ ଉପରେ ସବୁଠାରୁ କମ୍ ଟାରିଫ ଲଗାଇବ ଆମେରିକା ?

ଚୀନ୍, କାନାଡାକୁ ବଡ ଝଟକା ଦେଲା ଆମେରିକା, କିନ୍ତୁ ଭାରତ ସହ ବନ୍ଧୁତା ବଜାୟ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ ଡିଲକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ବେପାରକୁ ନେଇ ଆଲୋଚନା ପାଇଁ ଭାରତୀୟ ପ୍ରତିନିଧି ଦଳ ଓ୍ବାଶିଂଟନ ଗସ୍ତ କରିଛି ଓ ଟାରିଫକୁ ନେଇ ବୁଝାମଣା କରୁଛି । ଆମେରିକା...

Read more

ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ମିଳିଲା ବଳିଷ୍ଠ ପ୍ରମାଣ

ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ମିଳିଲା ବଳିଷ୍ଠ ପ୍ରମାଣ

ଭୁବନେଶ୍ଵର: ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ମିଳିଲା ବଳିଷ୍ଠ ପ୍ରମାଣ । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସମୀରଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି । ଆଜି ଶେଷ ହେବ କମିଟିର...

Read more

ପୁଣି ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ଵର: ପୁଣି ଆସୁଛି ବଡ଼ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉଏକ ଲଘୁଚାପ । ଆସନ୍ତା ୨୨ରୁ ୨୪ ତାରିଖ ମଧ୍ଯରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା...

Read more

ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

ବେଙ୍ଗାଲୁରୁ: ଥମୁନି ସ୍କୁଲରେ ବୋମା ଆତଙ୍କ । ଦିଲ୍ଲୀ ସହିତ ବେଙ୍ଗାଲୁରୁ ସ୍କୁଲକୁ ପୁଣି ମିଳିଛି ବୋମା ଧମକ । ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ବୋମା ଧମକର ମେଲ୍ ମିଳିଛି । ଏହାରି ମଧ୍ୟରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ...

Read more

ବିହାରରେ ୪ଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ବିହାରରେ ୪ଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ମୋତିହାରୀରେ ଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି  । ଏହି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ବିହାରକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେବା ସହିତ ସହିତ ୪ଟି...

Read more

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବାଲେଶ୍ୱର : ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ଜୋର । FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର...

Read more

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ ଚିଠି ଜାରି କଲା ଉଚ୍ଚଶିକ୍ଷା ବିଭାଗ

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ ଚିଠି ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ...

Read more

ରଣପୁରରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ଗାଡ଼ି ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ; ବ୍ୟାଙ୍କ, ସ୍କୁଲ, କୋର୍ଟ ବନ୍ଦ କଲେ ଆନ୍ଦୋଳନକାରୀ

ରଣପୁରରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ଗାଡ଼ି ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ; ବ୍ୟାଙ୍କ, ସ୍କୁଲ, କୋର୍ଟ ବନ୍ଦ କଲେ ଆନ୍ଦୋଳନକାରୀ

ରଣପୁର,୧୭/୦୭: ବାଲେଶ୍ୱର ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ଯାତ୍ରୀବାହୀ...

Read more

CSC ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

CSC ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ନୟାଗଡ -17/25: ଆଜି ନୟାଗଡ ରେ CSC ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ 30ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଜ଼ିଲ୍ଲାର ପ୍ରାୟ 100ରୁ ଉର୍ଦ୍ଧ VLE ଯୋଗଦେଇଥିଲେ...

Read more

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ରୁଜୁ ହେଲା ଜନସ୍ଵାର୍ଥ ମାମଲା

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର

କଟକ : ବାଲେଶ୍ବର ଏଫଏମ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାର ହାଇକୋର୍ଟ ଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଏକ ଜନସ୍ବାର୍ଥ ସମ୍ବଳିତ ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି...

Read more
Page 248 of 728 1 247 248 249 728

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.