ମୁଖ୍ୟ ଖବର

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ଏହରିମଧ୍ୟରେ ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ସୂଚନା ଦେଇଛନ୍ତି...

Read more

ଖେଳ ପରେ ଶିକ୍ଷା କ୍ଷେତ୍ରରେ କାମ କରିବେ ରିଙ୍କୁ ସିଂହ, ଯୋଗୀ ସରକାର ଦେଲେ ଶିକ୍ଷା ବିଭାଗରେ ଚାକିରି

ଖେଳ ପରେ ଶିକ୍ଷା କ୍ଷେତ୍ରରେ କାମ କରିବେ ରିଙ୍କୁ ସିଂହ, ଯୋଗୀ ସରକାର ଦେଲେ ଶିକ୍ଷା ବିଭାଗରେ ଚାକିରି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛୋଟ ଉପହାର ଦେଇଛନ୍ତି । ଖେଳଜଗତରେ ଅନେକ ଉପଲବ୍ଧି ପାଇଁ ଖେଳ କୋଟାରୁ ବେସିକ ଶିକ୍ଷକ ଅଧିକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ତାଙ୍କର...

Read more

ମହାକାଶରେ ପହଞ୍ଚି ଲାଇଭ ଭିଡିଓ କଲ୍ କଲେ ଶୁଭାଂଶୁ, ଛୋଟ ପିଲା ଭଳି ଚାଲିବା ଶିଖୁଛି ବୋଲି କହିଲେ

ମହାକାଶରେ ପହଞ୍ଚି ଲାଇଭ ଭିଡିଓ କଲ୍ କଲେ ଶୁଭାଂଶୁ, ଛୋଟ ପିଲା ଭଳି ଚାଲିବା ଶିଖୁଛି ବୋଲି କହିଲେ

ନୂଆଦିଲ୍ଲୀ: ଆକ୍ସିଅମ ୪ର ପାଇଲଟ ଥିବା ଭାରତର ଶୁଭାଂଶୁ ଶୁକ୍ଲା ପୁଣି ମହାକାଶରୁ ବାର୍ତ୍ତା ଦେଇଛନ୍ତି । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ଗୋଟିଏ ରାତି ବିତାଇ ସାରିଛନ୍ତି । ଏହାପରେ ତାଙ୍କର ଏକ ଭିଡିଓ ମେସେଜ ସାମ୍ନାକୁ ଆସିଛି...

Read more

ପାଞ୍ଚ ବର୍ଷରେ ପୂରଣ ହେବ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ, ୫,୦୦୦ରୁ ଅଧିକ ଡାକ୍ତରଙ୍କୁ ମିଳିବ ନିଯୁକ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

ପାଞ୍ଚ ବର୍ଷରେ ପୂରଣ ହେବ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ, ୫,୦୦୦ରୁ ଅଧିକ ଡାକ୍ତରଙ୍କୁ ମିଳିବ ନିଯୁକ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ ​​କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି ।  ଏହି ଯୋଜନାରେ...

Read more

୨୪ ଘଣ୍ଟାରେ ଲଘୁଚାପ, ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି

୬ ଓ ୭ ତାରିଖରେ ପ୍ରବଳ ବର୍ଷା!

ଭୁବନେଶ୍ୱର : ୨୪ ଘଣ୍ଟାରେ ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପା ଣିପାଗ ବିଭାଗ...

Read more

ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା, ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଏବଂ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ

ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା, ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଏବଂ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ

ନୂଆଦିଲ୍ଲୀ: ସିବିଏସଇ ବୋର୍ଡରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା...

Read more

ସିଡବିର ନୂତନ ବ୍ରାଞ୍ଚ ଶୁଭାରମ୍ଭ

ସିଡବିର ନୂତନ ବ୍ରାଞ୍ଚ ଶୁଭାରମ୍ଭ

ବାଲେଶ୍ଵର ( ଭିଓଭି ) ୨୪/୬ : - ବାଲେଶ୍ଵର ର ନୋସି ରେ ସିଡବି ର ନୂତନ ବ୍ରାଞ୍ଚ ର ଶୁଭାରମ୍ଭ କରାଗଲା । ଏଥିରେ ସିଡବି ର ଡିଜି ଏମ୍ ଙ୍କ ସହିତ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ...

Read more

ଇଲେକ୍ଟ୍ରୋହୋମିଓପାଥିକୁ ସରକାରୀ ମାନ୍ୟତା ଦାବିରେ ବିଧାୟକଙ୍କ ସହ ଆଲୋଚନା

ଇଲେକ୍ଟ୍ରୋହୋମିଓପାଥିକୁ ସରକାରୀ ମାନ୍ୟତା ଦାବିରେ ବିଧାୟକଙ୍କ ସହ ଆଲୋଚନା

ବାଲେଶ୍ଵର ( ଭିଓଭି ) ୨୪/୬ : - ଓଡିଶା ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ‌ସଂଘ ର ସଭାପତି ଡ଼ଃ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ବାଲେଶ୍ଵର ଜିଲ୍ଲା ଇଲେକ୍ଟ୍ରୋହୋମିଓପାଥିକଚିକିତ୍ସକ ମାନଙ୍କର ଏକ ଟିମ୍ ସ୍ଥାନୀୟ ସଦର ବିଧାୟକ ଶ୍ରୀଯୁକ୍ତ ମାନସ...

Read more

ଡାଇରିଆ କଟକଣା ପରେ ଆଜିଠୁ ଖୋଲିଲା ସ୍କୁଲ ; ପିଲାଙ୍କ ପାଇଁ ସ୍କୁଲରେ ସଫେଇ ସହ କରାଗଲା ଜଳ ବିଶୋଧନ

ଡାଇରିଆ ସଂକ୍ରମଣ; ଯାଜପୁର ଓ ଭଦ୍ରକରେ ବଢିଲା ସ୍କୁଲ ଛୁଟି

ଯାଜପୁର: ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲୁଛି ସ୍କୁଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି , ସ୍କୁଲଗୁଡ଼ିକୁ...

Read more

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର

କଟକ : ୧୯୮୭ ବ୍ୟାଚର ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସଞ୍ଜିତା ଦାସଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) କୁ ପଦୋନ୍ନତି ପାଇଁ ପୁନର୍ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜିତା ଦାସଙ୍କୁ ଶୃଙ୍ଖଳାଗତ...

Read more
Page 264 of 728 1 263 264 265 728

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.