ମୁଖ୍ୟ ଖବର

ନେହରୁଙ୍କୁ ପାଣ୍ଡିଆନ ସହ ତୁଳନା ପ୍ରସଙ୍ଗକୁ ନେଇ ବଢ଼ିଲା ବିବାଦ; ଭକ୍ତ ଦାସ କହିଲେ, ସାତ ଦିନ ଭିତରେ କ୍ଷମା ମାଗନ୍ତୁ ନବୀନ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଲେ ଭକ୍ତ ଚରଣ ଦାସ

ଭୁବନେଶ୍ବର: ବିଜେଡି ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କହିଲେ, ସାତ ଦିନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସକୁ କ୍ଷମା ମାଗନ୍ତୁ । ବିଜେଡିର ଗୋଟେ ନୌକର ନେହରୁଙ୍କୁ ପଣ୍ଡିଆନଙ୍କ ସହ ତୁଳନା କଲେ...

Read more

ଭାରତୀୟ ସେନାରେ ୧ ଲକ୍ଷ ସୈନିକ ଅଭାବ; କେମିତି ସୀମାକୁ ସୁରକ୍ଷା ଦେବ ଭାରତୀୟ ସେନା?

ଭାରତୀୟ ସେନାରେ ୧ ଲକ୍ଷ ସୈନିକ ଅଭାବ; କେମିତି ସୀମାକୁ ସୁରକ୍ଷା ଦେବ ଭାରତୀୟ ସେନା?

ନୂଆଦିଲ୍ଲୀ: ଭାରତୀୟ ସେନାର ସୈନିକଙ୍କ ଅଭାବ । କମ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା । ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୧୭% ଅଧିକାରୀଙ୍କ ଅଭାବ ରହିଥିବାବେଳେ, ପ୍ରାୟ ୮% ସୈନିକଙ୍କ ଅଭାବ ରହିଛି । ଏନେଇ ପ୍ରତିରକ୍ଷା...

Read more

ଚର୍ଚ୍ଚା ବଢ଼ାଇଲା ପ୍ରଭାତୀ ପରିଡାଙ୍କ ସୋସିଆଲ ମିଡିଆ ପୋଷ୍ଟ: ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ କଣ କହିବାକୁ ଚାହୁଁଛନ୍ତି ଉପମୁଖ୍ୟମନ୍ତ୍ରୀ?

ସୁଭଦ୍ରା ଟଙ୍କା: ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି

ଭୁବନେଶ୍ୱର: ଚର୍ଚ୍ଚା ବଢାଇଲା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ମିଡିଆ ପୋଷ୍ଟ । ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ କ’ଣ କହିବାକୁ ଚାହିଁଛନ୍ତି ପ୍ରଭାତୀ ପରିଡ଼ା । ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଏକ...

Read more

ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଆଜି ସାରା ଓଡିଶାରେ ଏହି ପର୍ବ ପାଳନ କରାଯାଉଛି। ଏଥିସହିତ ଆଜିଠାରୁ ଓଡିଆ ନବ ବର୍ଷର ଆରମ୍ଭ ହେଉଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

Read more

ଭାଇଜାନଙ୍କୁ ପୁଣି ଧମକ, ‘ଘରେ ପଶି ମାରିବୁ, କାରକୁ ବୋମାରେ ଉଡ଼ାଇଦବୁ’

ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ନୂଆଦିଲ୍ଲୀ: ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ...

Read more

ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଓଡିଆ ନୂଆ ବର୍ଷ। ଆଜିଠାରେ ଶ୍ରୀମନ୍ଦିରରେ ଓଡିଆ କ୍ୟାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସାରା ରାଜ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଯାହା କହିଛନ୍ତି...

Read more

ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କ୍ୟାଲେଣ୍ଡର୍ ଉନ୍ମୋଚିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।...

Read more

ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ, ବିଜେପି କହିଲା, ‘ସୁରକ୍ଷିତ ନାହାନ୍ତି ହିନ୍ଦୁ’

ୱାକଫ ବିଲ୍ କୁ ବିରୋଧ କରି ମୁର୍ଶିଦାବାଦରେ ହିଂସାକାଣ୍ଡ, ତିନି ମୃତ୍ୟୁ, ଉତ୍ତେଜନା ଜାରୀ

ମୁର୍ଶିଦାବାଦ: ୱାକଫ୍ ଆଇନ ନେଇ ଥମୁନି ବିବାଦ। ବିରୋଧୀ ଏହାକୁ ସମାଲୋଚନା ଜାରି ରଖିଥିବା ବେଳେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି ୱାକଫ୍ ହିଂସା। ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ (ସଂଶୋଧନ) ଆଇନ ଉପରେ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ...

Read more

ଭୁବନେଶ୍ବରରେ ପାଳିତ ହେଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବରରେ ପାଳିତ ହେଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ।...

Read more
Page 311 of 727 1 310 311 312 727

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.