ନୂଆଦିଲ୍ଲୀ: ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତର ମେଗା ଡିଲ୍। ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି। ଏହାଦ୍ଵାରା ବୃଦ୍ଧି ପାଇବ ନୌସେନାର...
Read moreପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିନ୍ତି । ସଂଖ୍ୟାଲଘୁ ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି...
Read moreଭୁବନେଶ୍ବର: ଆସନ୍ତା ଏଗାର ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ...
Read moreଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆଜି ନବୀନ ନିବାସରେ ନିଜର ମତ ରଖିଛନ୍ତି। ଦୀର୍ଘଦିନ ଧରି ଦଳ ଭିତରେ ଯେଉଁ ମେଳି ଚାଲିଛି ତାହା ଉପରେ କହିଛନ୍ତି। ଯାହାକୁ ନେଇ ପାଣ୍ଡିଆନ ବିରୋଧୀଙ୍କ ମୁଣ୍ଡ ଅକଲ...
Read moreନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ତଥ୍ୟ ଯାଞ୍ଚ ପାଇଁ ଆଉ ଦରକାର ହେବନି ଆଧାରକାର୍ଡ କି ତାର ଜେରକ୍ସ କପି। ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍...
Read moreଭୁବନେଶ୍ୱର : ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିସନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡା । ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି...
Read moreଭୁବନେଶ୍ବର: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଆଉ ଦୁଇଦିନରେ ସରିବ ମାଟ୍ରିକ ଖାତା ଦେଖା । ଏହାରି ମଧ୍ୟରେ ମାଟ୍ରିକ୍ ରେଜଲ୍ଟକୁ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି...
Read moreପୁରୀ: ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜିଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଭକ୍ତ ମାନଙ୍କ ଭିଡକୁ ସୁବ୍ୟବସ୍ଥିତ କରିବା ଏବଂ ମନ୍ଦିର ଶୃଙ୍ଖଳା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରସ୍ତାବିତ ଧାଡ଼ି-ଭିତ୍ତିକ ଦର୍ଶନ ବ୍ୟବସ୍ଥା ଚଳିତ ମାସ ଶେଷ ସୁଦ୍ଧା...
Read moreନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ କରିଛି। ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି, ଦେଶର କୋଟି କୋଟି ଲୋକଙ୍କୁ ଋଣ ଇଏମଆଇରେ ରିହାତି ଦେଇଛି। ଆରବିଆଇର ଏମପିସି ଲଗାତାର ଦ୍ୱିତୀୟ ଥର...
Read moreନୂଆଦିଲ୍ଲୀ: ଅହମ୍ମଦାବାଦ କଂଗ୍ରେସ କାର୍ଯ୍ୟକାରିଣୀରେ ବିଜେପିର ସାମ୍ପ୍ରଦାୟିକ ନୀତିକୁ ଟାର୍ଗେଟ। ଦେଶରେ ସାମ୍ପ୍ରଦାୟିକ ବିଭାଜନ କରିବା ଲାଗି ବିଜେପି ଉଦ୍ୟମ କରୁଥିବାରୁ ଏହା ବିରୋଧରେ ଅଭିଯାନ ଚାଲିବ ବୋଲି ହୋଇଛି ଘୋଷଣା। ଏହା ସହ ଦେଶର ସମ୍ପଦକୁ ଯେପରି ଭାବେ କିଛି...
Read moreCopyright © 2023.