• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ଓ୍ବାକଫ୍ ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା

by Voice of Victims
April 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
‘ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ …’: ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କରି କହିଲା ଶିବସେନା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିନ୍ତି । ସଂଖ୍ୟାଲଘୁ  ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ   ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ତାହାକୁ ’ଡିଭାଇଡ୍ ଏଣ୍ଡ ରୁଲ’ ବୋଲି ମମତା କହିଛନ୍ତି । ଗତକାଲି କୋଲକତାରେ ଜୈନ ସମ୍ପ୍ରଦାୟଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ଓ୍ବାକଫ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ ଭାବେ କହିଛନ୍ତି ।

ଖ୍ୟାଲଘୁ ଓ ସେମାନଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧ ବୋଲି ମମତା କହିଛନ୍ତି । ସଭାରେ ସମ୍ବୋଧିତ କରି ମମତା କହିଛନ୍ତି, ମୁଁ ଜାଣିଛି ଆପଣମାନେ ଓ୍ବାକଫ ଆଇନକୁ ନେଇ ବେଶ୍ ଦୁଃଖିତ । ମାତ୍ର ’ବାଣ୍ଟ ଓ ରାଜ କର’ ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ହେବାକୁ ଦିଆଯିବନି ବୋଲି ମମତା କହିଛନ୍ତି । ଆପଣମାନେ ବାଂଲାଦେଶର ସ୍ଥିତି ଦେଖନ୍ତୁ, ସେଠାରେ କ’ଣ ହେଉଛି । ଏପରି ସମୟରେ ଏହି ବିଧେୟକକୁ ପାରିତ କିବା ଅନୁଚିତ ବୋଲି ସେ କହିଛନ୍ତି ।

Post Views: 89
Share199Tweet125Send
Voice of Victims

Voice of Victims

Recent Posts

  • ହରୀପ୍ରୀୟା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପାଳିତ ହେଲା ସ୍ୱାଧୀନତା ଦିବସ
  • ପତାକା ଉତ୍ତୋଳନ ପୂର୍ବରୁ ବିଦ୍ୟୁତ୍ ଆଘାତରେ ଶିକ୍ଷକ ମୃତ
  • ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବାଧୀନତା ଦିବସ ପାଳନ
  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In