ମୁଖ୍ୟ ଖବର

ଆସୁଛି କାଳବୈଶାଖୀ ବର୍ଷା; ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍ । ୩ ରୁ ୫ ଡିଗ୍ରୀ ଖସିବ ଦିନର ତାପମାତ୍ରା। ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି...

Read more

ଏପ୍ରିଲ୍ ୨ରୁ ପ୍ରଥମ ଶ୍ରେଣୀ, ଶିଶୁ ବାଟିକା ନାମଲେଖା: ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜାଦୁଇ ପେଡ଼ି

ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ

ଭୁବନେଶ୍ୱର: ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା ଆରମ୍ଭ ହେବ। ନାମ ଲେଖା ବୟସକୁ ୬ ବର୍ଷ ରଖାଯାଇଛି। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ...

Read more

ଆଜି ହେଉଛି ପଖାଳ ଦିବସ, ଜାଣନ୍ତୁ ଏହି ଦିବସ କାହିଁକି ଓଡିଆମାନେ ପାଳନ କରନ୍ତି

ଆଜି ହେଉଛି ପଖାଳ ଦିବସ, ଜାଣନ୍ତୁ ଏହି ଦିବସ କାହିଁକି ଓଡିଆମାନେ ପାଳନ କରନ୍ତି

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ...

Read more

ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା

ସୁଭଦ୍ରାକୁ ନେଇ ବଡ଼ ଖବର; ଏକାଥରେ ମିଳିବ ସୁଭଦ୍ରାର ୩ କିସ୍ତି ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା ।  ରାସନକାର୍ଡ ଓ ଇନକମରେ ତାଳମେଳ ଖିଲାପ ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ।  ମାର୍ଚ୍ଚ ୩୧ ପରେ ହେବ ୱାନ୍ ଟୁ ୱାନ ସର୍ଭେ।  ରାକ୍ଷୀ...

Read more

ରାଜ୍ୟ ସରକାରଙ୍କ ଘୋଷଣା; ରାଜ୍ୟରେ ଏପ୍ରିଲ ୨ ରୁ ହେବ ସକାଳୁଆ ସ୍କୁଲ

ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ

ଭୁବନେଶ୍ୱର: ଅପ୍ରେଲ ୨ ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସକାଳୁଆ ସ୍କୁଲ ଖୋଲିବାକୁ ଘୋଷଣା କଲେ ରାଜ୍ୟ ସରକାର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ...

Read more

ଆଇପିଏଲ ପୂର୍ବରୁ ହଇଚଇ ସୃଷ୍ଟି କଲେ ଇଶାନ କିଶନ, ମାରିଲେ ତିନୋଟି ବିସ୍ଫୋରକ ଅର୍ଦ୍ଧ ଶତକ

ଆଇପିଏଲ ପୂର୍ବରୁ ହଇଚଇ ସୃଷ୍ଟି କଲେ ଇଶାନ କିଶନ, ମାରିଲେ ତିନୋଟି ବିସ୍ଫୋରକ ଅର୍ଦ୍ଧ ଶତକ

ନୂଆଦିଲ୍ଲୀ: ଇଶାନ କିଶନ ଆଇପିଏଲରେ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ଇଶାନଙ୍କ ଦଳ ବଦଳି ଯାଇଛି। ତାଙ୍କୁ ଆଇପିଏଲ୍ 2025 ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦେଖିବାକୁ...

Read more

ରାଜ୍ୟରେ ବଢୁଛି ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ: ଶକ୍ତି ମନ୍ତ୍ରୀ

ରାଜ୍ୟରେ ବଢୁଛି ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ମାଗଣା ବିଜୁଳିକୁ ନେଇ ବଡ଼ ସୂଚନା ଦେଲେ ରାଜ୍ୟ ସରକାର । ଯୋଜନାକୁ ନେଇ ବିଧାନସଭାରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଲୋକଙ୍କ ଆଗ୍ରହ ବଢୁଛି । ବର୍ତ୍ତମାନ...

Read more

ଦୀର୍ଘ ୯ ମାସର ଅପେକ୍ଷାର ଅନ୍ତ, ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ

ଦୀର୍ଘ ୯ ମାସର ଅପେକ୍ଷାର ଅନ୍ତ, ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ୱେଲକମ୍ ସୁନୀତା । ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି । ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ଫେରିଛନ୍ତି। ସ୍ପେସ୍ କ୍ରାଫ୍ଟରେ ସୁନୀତା ୱିଲିୟମ୍ସ, ବୁଚ୍...

Read more

ଫେରୁଛନ୍ତି ସୁନୀତା…ବାଟରେ ବିପଦ ପରେ ବିପଦ

ଏବେ ଫେରିବେନି ସୁନୀତା ୱିଲିୟମ୍ସ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ହୋଇପାରିଲାନି ରକେଟ୍

ନୂଆଦିଲ୍ଲୀ: ମହାକାଶକୁ ବାଏ ବାଏ କହିଲେ ସୁନୀତା । ଦୀର୍ଘ ୯ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏଥିପାଇଁ ଆଜି...

Read more

‘ନରେନ୍ଦ୍ର ମୋଦି ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ’; ପ୍ରଦୀପ ପୁରୋହିତ

‘ନରେନ୍ଦ୍ର ମୋଦି ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ’; ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦି ହୋଇଛନ୍ତି ବୋଲି ଆଜି ସଂସଦରେ ଏଭଳି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ସାଂସଦ ଆହୁରି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ...

Read more
Page 325 of 726 1 324 325 326 726

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.