ମୁଖ୍ୟ ଖବର

ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା; ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କଲା...

Read more

ନବ ଦାସ ହତ୍ୟା ଘଟଣାର ହେବ ସାନି ତଦନ୍ତ; ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ସୂଚନା

ନବ ଦାସ ହତ୍ୟା ଘଟଣାର ହେବ ସାନି ତଦନ୍ତ; ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ଥରେ ହେବ ତଦନ୍ତ ଏ ନେଇ ଗୃହରେ ସୂଚନା ଦେଲେ ଆଇନ ମନ୍ତ୍ରୀ  । କହିଲେ,ନବ ଦାସ ହତ୍ୟାକାଣ୍ଡରେ ପରିବାର ଲୋକଙ୍କୁ ନ୍ୟାୟ ଦେଇ ପାରିନଥିଲେ ପୂର୍ବ ସରକାର । ତଦନ୍ତରେ ପରିବାର...

Read more

ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ: ୫ ଦିନିଆ ରିମାଣ୍ଡରେ ନେବା ପାଇଁ EOWର ଆବେଦନ

ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ: ୫ ଦିନିଆ ରିମାଣ୍ଡରେ ନେବା ପାଇଁ EOWର ଆବେଦନ

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ  ।  ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ । ଗନ୍ଧମାର୍ଦ୍ଦନ ଲୋଡିଂ...

Read more

ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ: ୧୮ ହଜାର ଫୁଟ୍ ଉଚ୍ଚରେ ଖୋଲିବ ପାରାଚ୍ୟୁଟ, ସମୁଦ୍ରରେ କରିବେ ଲାଣ୍ଡିଂ

ମହାକାଶରୁ ଫେରିବା ପରେ ସହଜରେ ଚାଲିପାରିବେ ତ ସୁନିତା?

ଭୁବନେଶ୍ବର: ଦୀର୍ଘ ୯ ମାସ ମହାକାଶରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ଓ୍ବିଲିୟମ୍ସ । ତାଙ୍କ ସହ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି...

Read more

ପଞ୍ଚଭୂତରେ ଲୀନ ହେଲେ ଦେବେନ୍ଦ୍ର ପ୍ରଧାନ, ବଡ଼ ପୁଅ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ଲୀନ ହେଲେ ଦେବେନ୍ଦ୍ର ପ୍ରଧାନ, ବଡ଼ ପୁଅ ଦେଲେ ମୁଖାଗ୍ନି

ପୁରୀ: ସ୍ବର୍ଗଦ୍ବାରରେ ସରିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ।  ପଞ୍ଜଭୂତରେ ଲୀନ ହେଲେ ଦେବେନ୍ଦ୍ର । ବଡ଼ ପୁଅ ଦେଲେ ମୁଖାଗ୍ନି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ । ସ୍ବର୍ଗଦ୍ବାରରେ ଦେବେନ୍ଦ୍ରଙ୍କ ମରଶରୀର ପହଞ୍ଚିବା ପରେ...

Read more

ଆଇଏଏସ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

ଆଇଏଏସ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରି ଆଇଏଏସ୍ କ୍ୟାଡରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପକ୍ରକାଶ ପାଇଛି...

Read more

ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା: ଦିନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ୩୭.୮ ଡିଗ୍ରୀ ରେକର୍ଡ

ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର: ରାଜ୍ୟରେ ଗତ ୬ ଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ପୂର୍ବାହ୍ନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ତାପମାତ୍ରା ୩୭.୮ ଡିଗ୍ରୀରେ...

Read more

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ନେତାଙ୍କ...

Read more

ପରଲୋକରେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ଓଡ଼ିଶାରେ BJPପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ

ପରଲୋକରେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ଓଡ଼ିଶାରେ BJPପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ

ଭୁବନେଶ୍ୱର; ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯିଏ ରାଜ୍ୟରେ ଭାଜପାର ମୂଳଦୁଆ ସ୍ଥାପନ ଏବଂ ସଂଗଠନକୁ...

Read more

ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ: ”ଧୈର୍ଯ୍ୟ ରଖନ୍ତୁ, ଜୀବନରେ କୌଣସି ସର୍ଟକଟ୍ ନାହିଁ”

ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେନସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

ନୂଆଦିଲ୍ଲୀ: ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ୩ ଘଣ୍ଟା ଧରି ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିଙ୍କୁ ସର୍ଟକଟ୍ ନ ନେବାକୁ ଏବଂ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି।ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେଇ...

Read more
Page 326 of 726 1 325 326 327 726

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.