ମୁଖ୍ୟ ଖବର

ଲୋକ ସଭାରେ ଆଗତ ହେଲା ନୂତନ ଆୟକର ବିଲ ୨୦୨୫

ଲୋକ ସଭାରେ ଆଗତ ହେଲା ନୂତନ ଆୟକର ବିଲ ୨୦୨୫

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ...

Read more

ଏଲଓସି ରେ ଉତ୍ତେଜନା, ପାକିସ୍ଥାନର ଗୁଳି ଚାଳନାର ଜବାବ ଦେଲା ଭାରତୀୟ ସେନା

ଏଲଓସି ରେ ଉତ୍ତେଜନା, ପାକିସ୍ଥାନର ଗୁଳି ଚାଳନାର ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: ଆଜି ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ପାର୍ଶ୍ୱରେ ଥିବା ଭାରତୀୟ ପୋଷ୍ଟ ଉପରେ ପାକିସ୍ତାନୀ ସୈନ୍ୟମାନେ ବିନା କାରଣରେ ଗୁଳି ଚଳାଇଛନ୍ତି। ଏହା ପରେ ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛି।  ବିନା କାରଣରେ ପାକିସ୍ଥାନ...

Read more

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ୱାସିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ୱାସିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଦୂଆଦିଲ୍ଲୀ: ଫୋକସରେ ମୋଦି-ଟ୍ରମ୍ପ ଭେଟ । ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି...

Read more

କୋଟିପତି ରେମୁଣା ତହସିଲଦାର ଗିରଫ

କୋଟିପତି ରେମୁଣା ତହସିଲଦାର ଗିରଫ

ଭୁବନେଶ୍ବର: କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ...

Read more

ନିରଞ୍ଜନଙ୍କ ଘରୁ ଲୁଟ ଘଟଣା, ଲୁଟେରା ଗିରଫ

ନିରଞ୍ଜନଙ୍କ ଘରୁ ଲୁଟ ଘଟଣା, ଲୁଟେରା ଗିରଫ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ଏନେଇ ଲୁଟେରାକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ।  ବିଜୟୱାଡାରୁ ଲୁଟେରାକୁ ଗିରଫ କଲା ସ୍ପେଶାଲ ସ୍କ୍ବାର୍ଡ । ଭୁବନେଶ୍ବରରୁ ଲୁଟ ପରେ ଲୁଟେରା ଛତିଶଗଡ଼ ଓ ଝାଡଖଣ୍ଡ...

Read more

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୋ ସରକାର ସମର୍ପିତ: ରାଜ୍ୟପାଳ

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୋ ସରକାର ସମର୍ପିତ: ରାଜ୍ୟପାଳ

ଭୁବନେଶ୍ୱର: ମୋ ସରକାର ପ୍ରଗତି ଓ ସମୃଦ୍ଧି ଦିଗରେ ଆମର ଯାତ୍ରାରେ କାହାକୁ ପଛରେ ନପକାଇ, ଓଡ଼ିଶାର ସାମଗ୍ରିକ ବିକାଶ ଓ ଏହାର ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ହେବେ । ବିଧାନସଭାରେ ଅଭିଭାଷଣ ରଖି ଗୁରୁବାର...

Read more

ବିଜେଡି ସହ ଅଛି, ରହିବି: ସନା

ବିଜେଡି ସହ ଅଛି, ରହିବି: ସନା

ଭୁବନେଶ୍ୱର: ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ନବୀନ ପଟ୍ଟନାୟକ ତାଗିଦ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମହାକୁଡ଼ । ସେ କହିଛନ୍ତି ଯେ ମୁଁ ବିଜେଡି ସହ ଅଛି ଓ ଆଗକୁ ମଧ୍ୟ ରହିବି । ମୁଁ...

Read more

ରାଜ୍ୟ ସରକାରଙ୍କ ଲକ୍ଷ୍ୟ: ୫ ବର୍ଷରେ ୧.୫ ଲକ୍ଷ ଚାକିରି

ରାଜ୍ୟ ସରକାରଙ୍କ ଲକ୍ଷ୍ୟ: ୫ ବର୍ଷରେ ୧.୫ ଲକ୍ଷ ଚାକିରି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣରେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨...

Read more
Page 351 of 725 1 350 351 352 725

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.