ମୁଖ୍ୟ ଖବର

ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

ଭୁବନେଶ୍ୱର: ରାତି ହେଲେ, ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ରାଜରାସ୍ତାରେ ଉତ୍ପାତ କରୁଛନ୍ତି ଅମାନିଆ, ଗାଡି ଚାଳକଙ୍କୁ କରୁଛନ୍ତି ଟାର୍ଗେଟ। ଯେଉଁମାନଙ୍କୁ ସାବାଡ କରିବାକୁ ଏବେ କମିଶନରେଟ ପୋଲିସ ଆରମ୍ଭ କରିଛି ଅଭିଯାନ। ରାତିରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି...

Read more

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଗସ୍ତରେ  ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିସହ ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାର ଜାତୀୟ ରାଜପଥ ନେଇ ଆଲୋଚନାର କାର୍ୟ୍ୟକ୍ରମ...

Read more

ଆଳୁ ପାଇଁ ମମତାଙ୍କ ସହ କଥାହେଲେ ମୋହନ

ଆଳୁ ପାଇଁ ମମତାଙ୍କ ସହ କଥାହେଲେ ମୋହନ

ଭୁବନେଶ୍ୱର : ଆଳୁ ଯୋଗାଣ ନେଇ ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ କଥା ହୋଇଛନ୍ତି। ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। ରବିବାର...

Read more

ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା !

ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା !

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡ଼ିଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର...

Read more

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୦୯ ପ୍ରଜାତିର ଫସଲ ଉନ୍ମୋଚିତ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୦୯ ପ୍ରଜାତିର ଫସଲ ଉନ୍ମୋଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ, ଜଳବାୟୁ ସହନଶୀଳ ଓ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ...

Read more

ମୁସଲମାନମାନେ ନିଜର ଅସ୍ତିତ୍ଵକୁ ରଖିବା ପାଇଁ ହିନ୍ଦୁମାନଙ୍କୁ ସୁରକ୍ଷିତ ରଖିବା ଉଚିତ୍: ପୁରୀ ଶଙ୍କରାଚାର୍ଯ୍ୟ

ମୁସଲମାନମାନେ ନିଜର ଅସ୍ତିତ୍ଵକୁ ରଖିବା ପାଇଁ ହିନ୍ଦୁମାନଙ୍କୁ ସୁରକ୍ଷିତ ରଖିବା ଉଚିତ୍: ପୁରୀ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଭାରତରେ ତୀବ୍ର ହେବାରେ ଲାଗିଛି। ଅନେକ ହିନ୍ଦୁ ସଂଗଠନ ଏ ସମ୍ପର୍କରେ ସ୍ୱର ଉତ୍ତୋଳନ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଗୋବର୍ଦ୍ଧନ ମଠ ପୁରୀର ପିଠାଧୀଶ୍ୱର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଲାନନ୍ଦ ସରସ୍ୱତୀ...

Read more

ହିଣ୍ଡନବର୍ଗ ରିପୋର୍ଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

ହିଣ୍ଡନବର୍ଗ ରିପୋର୍ଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ହିଣ୍ଡନବର୍ଗ ଅନୁସନ୍ଧାନର ନୂତନ ରିପୋର୍ଟ ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ଆକ୍ରମଣ କରିଛନ୍ତି। ଏହି ରିପୋର୍ଟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ...

Read more

ପୁଲିସ ଉପରକୁ ଗୁଳିମାଡ଼

ପୁଲିସ ଉପରକୁ ଗୁଳିମାଡ଼

ଭୁବନେଶ୍ବର: ପୁଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିବା ଜଣେ ଗୋରୁ ମାଫିଆ ପୁଲିସର ପାଲଟା ଜବାବରେ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋରୁ ମାଫିଆ...

Read more
Page 531 of 720 1 530 531 532 720

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.