ଭୁବନେଶ୍ବର: ପୁରା 22 ଦିନ ପରେ ଆଜି ଲୋକସେବା ଭବନରେ ପ୍ରବେଶ କରି କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ପରେ ପ୍ରଥମେ ଭିତରେ ଥିବା ପ୍ରବେଶ ଦ୍ବାର ପାଖରେ ମୁଣ୍ଡିଆ...
Read moreରଣପୁର (ଭିଓଭି) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ମୁଖ୍ୟ...
Read moreଭୁବନେଶ୍ଵର: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲକାନଗିରିର ବିକାଶ ରେ ବିଧାୟକ ଭାବେ ଆଦିତ୍ୟ ମାଢ଼ି ଙ୍କ ବଳିଷ୍ଠ ଯୋଗଦାନ...
Read moreନୁଆଦିଲ୍ଲୀ: ହେମନ୍ତ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ସୂଚନାନୁସାରେ, ହେମନ୍ତ ସୋରେନ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିବା ପରେ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନଙ୍କୁ ରାଜ୍ୟ ନେତୃତ୍ଵ...
Read moreନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ଵସ୍ତି ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ହେପାଜତକୁ ପୁଣିଥରେ ବୃଦ୍ଧି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ...
Read moreଭୁବନେଶ୍ୱର: ରାଜଧାନୀରେ ଚାଲୁଥିବା ମୋ’ ବସର ନାମ ପରିବର୍ତ୍ତନ ହୋଇ ଆମ ବସ ହୋଇପାରେ। ମୁଁ କିମ୍ୱା ମୋ’ ଶବ୍ଦ ଦ୍ୱାରା କିଛି ହୁଏ ନାହିଁ। ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍’ ନାଁ ରହିଲେ...
Read moreଭୁବନେଶ୍ୱର: ଚଳିତ ନିର୍ବାଚନରେ ମାତ ଖାଇଛି ବିଜେଡି । ଦୀର୍ଘ ବର୍ଷର ଶାସନରେ ଜନତା ପକାଇଛନ୍ତି ପୂର୍ଣ୍ଣଛେଦ । ବିଜେଡି ବଦଳରେ ଭୋଟର ବିଜେପିକୁ ଭରସିଛନ୍ତି । ଫଳରେ ବିଜେଡି ଠାରୁ ଶାସନ ଡୋରି ଛଡ଼ାଇ ନେଇଛି ବିଜେପି । ଅଦ୍ୟାବଧି...
Read moreନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରୁଛନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାକୁ ଉତ୍ତର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ କହିଛନ୍ତି ଯେ, ‘ତୃତୀୟ...
Read moreଭୁବନେଶ୍ୱର: ନୟାଗଡ଼ର ସଦର ଥାନାର ୩ ପୁଲିସ କର୍ମଚାରୀଙ୍କୁ ଏସପି ସସପେଣ୍ଡ କରିଛନ୍ତି । ଡୁ୍ୟଟିରେ ଖିଲାପ ନେଇ ଏମାନଙ୍କୁ ସସପେଣ୍ଡ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ୱରୀ...
Read moreନୂଆଦିଲ୍ଲୀ: ହାଥରସ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ସଂଖ୍ୟକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ସମୟରେ ଘଟୁଥିବା ତଥ୍ୟ...
Read moreCopyright © 2023.