ମୁଖ୍ୟ ଖବର

ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବେ ମୋହନ ସରକାର । ଆଉ ମୋହନ ଚରଣ ମାଝୀ ଯେଉଁଦିନ ଠାରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେହିଦିନ ଠାରୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରୁଛନ୍ତି । କେବଳ ବୈଠକ...

Read more

ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି: ପ୍ରଧାନମନ୍ତ୍ରୀ

ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦର ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ...

Read more

ଉତ୍ତରପ୍ରଦେଶର ସତସଙ୍ଗରେ ଅଘଟଣ: ୨୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ସତସଙ୍ଗରେ ଅଘଟଣ: ୨୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସତସଙ୍ଗରେ ଭାଗ ନେବାକୁ ଏଠାକୁ ଆସିଥିବା ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏଟା ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ଭୋଲେ ବାବାଙ୍କ ସତସଙ୍ଗରେ ଦଳା ଚକଟା...

Read more

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ର

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ...

Read more

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା...

Read more

‘ମୋତେ ଇଭିଏମ୍ ଉପରେ ଭରସା ନାହିଁ’: ଅଖିଳେଶ ଯାଦବ

‘ମୋତେ ଇଭିଏମ୍ ଉପରେ ଭରସା ନାହିଁ’: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହରେ ଚର୍ଚ୍ଚା ହେବ। ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଲୋକସଭାରେ NEET ପେପର ଲିକ୍ ଏବଂ ଅଗ୍ନିବୀର ଭଳି ପ୍ରସଙ୍ଗ ଉପରେ କଡ଼ା ଆକ୍ରମଣ କରିଥିଲେ।...

Read more

ବଦଳିଲା ଲକ୍ଷ୍ମୀ ବସର ରଂଗ ଓ ନାମ

ବଦଳିଲା ଲକ୍ଷ୍ମୀ ବସର ରଂଗ ଓ ନାମ

ଭୁବନେଶ୍ବର: ସରକାର ବଦଳିବା ସହିତ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ମଧ୍ୟ ହୋଇଯାଉଛି। କେବଳ ନାମ ନୁହେଁ ଏପରିକି ରଂଗ ମଧ୍ୟ ବଦଳି ଯାଉଛି। ଯାହାର ଜ୍ବଳନ୍ତ ଉଦାହରଣ ହେଲା ଲକ୍ଷ୍ମୀ ବସ ସେବା। ବିଜେଡି ସରକାର ବେଳେ ଏହି ସେବା...

Read more

ଏଣିକି ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ସୁବିଧା

ଏଣିକି ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ସୁବିଧା

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (PPP) ମାଧ୍ୟମରେ ଉପଲବ୍ଧ ହେବ ଏବଂ ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର...

Read more

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରଥଯାତ୍ରା ଲାଗି ଦୁଇ ଦିନ ଛୁଟି

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରଥଯାତ୍ରା ଲାଗି ଦୁଇ ଦିନ ଛୁଟି

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀର ରଥଯାତ୍ରା ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ରଥ ଯାତ୍ରା ଲାଗି ରାଜ୍ୟରେ ଦୁଇ ଦିନ ଛୁଟି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।...

Read more

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୀକ୍ଷା କଲେ ସିଏସ୍‌: ୭ରେ ରଥଯାତ୍ରା ଦର୍ଶନ, ୮ରେ ସମୁଦ୍ରକୂଳରେ ମର୍ଣ୍ଣିୱାକ୍

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୀକ୍ଷା କଲେ ସିଏସ୍‌: ୭ରେ ରଥଯାତ୍ରା ଦର୍ଶନ, ୮ରେ ସମୁଦ୍ରକୂଳରେ ମର୍ଣ୍ଣିୱାକ୍

ଭୁବନେଶ୍ୱର : ଆସନ୍ତା ଜୁଲାଇ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତ କରିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦାନ ମଧ୍ୟ କରିବେ । ତେଣୁ ରାଷ୍ଟ୍ରପତିଙ୍କ ସଡ଼ିଶା ଗସ୍ତ ପୂର୍ବରୁ ଆଜି...

Read more
Page 568 of 719 1 567 568 569 719

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.