ଦେଶ ବିଦେଶ

ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୪.୫

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଚୀନ । ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା ମିଳିଛି । ପଶ୍ଚିମ...

Read more

ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେକୁ ନେଇ କଥାବାର୍ତ୍ତା ହେବ, ଏହାଛଡା ଆଉ କିଛି ନୁହେଁ । ଅସ୍ତ୍ରବିରତି ଘୋଷଣା...

Read more

ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ- ରାଜନାଥ ସିଂହ

ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ- ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି ଯେ ଅପରେସନ ସିନ୍ଦୂର ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ। ସେନାର...

Read more

ତୁର୍କୀ ବିଶ୍ବବିଦ୍ୟାଳୟ ସହ ହୋଇଥିବା ବୁଝାମଣାକୁ ପ୍ରତ୍ୟାହାର କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ତୁର୍କୀ ବିଶ୍ବବିଦ୍ୟାଳୟ ସହ ହୋଇଥିବା ବୁଝାମଣାକୁ ପ୍ରତ୍ୟାହାର କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ପାକିସ୍ତାନକୁ ତୁର୍କୀର ସମର୍ଥନ ଉପରେ କ୍ରୋଧର ପୃଷ୍ଠଭୂମିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମାକୁ “ଜାତୀୟ ସୁରକ୍ଷା” ବୋଲି ଦର୍ଶାଇ ବାତିଲ କରିଛି। X ଉପରେ ଏକ ପୋଷ୍ଟରେ, ପ୍ରମୁଖ...

Read more

ଅପରେସନ ସିନ୍ଦୁର ଉପରେ କଂଗ୍ରେସର ଟିପ୍ପଣୀକୁ ନେଇ ସମାଲୋଚନା କଲା ବିଜେପି, କହିଲା….

ଅପରେସନ ସିନ୍ଦୁର ଉପରେ କଂଗ୍ରେସର ଟିପ୍ପଣୀକୁ ନେଇ ସମାଲୋଚନା କଲା ବିଜେପି, କହିଲା….

ନୂଆଦିଲ୍ଲୀ: ବିଜେପି ବିରୋଧୀ କଂଗ୍ରେସକୁ ଅପରେସନ ସିନ୍ଦୂର ଉପରେ ଉଠାଇତିବା ପ୍ରଶ୍ନକୁ ନେଇ ସମାଲୋଚନା କରିଛି। ଗଣମାଧ୍ୟମ ସହିତ ଆଲୋଚନା କରି ଦଳର ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ଅପରେସନ ସିନ୍ଦୂରରେ ସଶସ୍ତ୍ର ବାହିନୀ ସେମାନଙ୍କର ଅସାଧାରଣ ବୀରତ୍ୱ ଏବଂ ସଠିକ ଦକ୍ଷତା...

Read more

ଭାରତରେ କୃଷି ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ: ନାବାର୍ଡ

ଭାରତରେ କୃଷି ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ: ନାବାର୍ଡ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ ପ୍ରଦାନ କରାଯାଉଥିବା ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ଏକ ନୂଆ...

Read more

ମୋଦି କ୍ୟାବିନେଟର ବଡ଼ ଘୋଷଣା: ୟୁପି ହାତରେ ଲାଗିବ ସେମିକଣ୍ଡକ୍ଟର ୟୁନିଟ, ୨୦୦୦ଲୋକଙ୍କୁ ମିଳିବ ରୋଜଗାର

୪୮ ଘଣ୍ଟାରେ ଭାରତ ଛାଡିବେ ପାକ୍ ନାଗରିକ, ଏପ୍ରିଲ ୨୭ରୁ ଭିସା ହେବ ବାତିଲ

ନୂଆଦିଲ୍ଲୀ: ମୋଦି ସରକାର ଉତ୍ତର ପ୍ରଦେଶର ଜେୱରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। ଏହା ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ ହେବ। କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ...

Read more

ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ

ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ସାଇବର ଅପରାଧୀମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ଭାରତରେ ସମସ୍ୟା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସାଇବର ଆକ୍ରମଣର ସଦ୍ୟତମ ଉଦାହରଣ ଧରାପଡିଛି। ସାମାଜିକ ଗଣମାଧ୍ୟମ  X ରେ ଏକ ପୋଷ୍ଟ ଦାବି କରିଛି ଯେ...

Read more

ଅପରେସନ ସିନ୍ଦୁର ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ ସାମରିକ ମୁଖ୍ୟଗଣ

ଅପରେସନ ସିନ୍ଦୁର ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ ସାମରିକ ମୁଖ୍ୟଗଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠିଙ୍କ ସହିତ ଆଜି ରାଷ୍ଟ୍ରପତି ଦ୍ରୌପଦୀ...

Read more

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ; ଜାଣନ୍ତୁ କ’ଣ କହିଲା IMD?

ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ; ଜାଣନ୍ତୁ କ’ଣ କହିଲା IMD?

ଭୁବନେଶ୍ଵର: ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଏବେ ବାତ୍ୟାର ସୂଚନା ନଥିବା ବିଭାଗ ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ...

Read more
Page 101 of 258 1 100 101 102 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.