ଡେରାଡୁନ: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଏକ ଟିମ୍ ଶ୍ରୀ କେଦାରନାଥ ଧାମରେ ପହଞ୍ଚିଛନ୍ତି । ଏହି କମିଟିର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨ ତାରିଖରେ ଆନୁଷ୍ଠାନିକ ଭାବରେ ଖୋଲିବ । ହେଲେ ଏହା...
Read moreନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦସ୍ଥଳ ୮୬ କିମି ଗଭୀରତାରେ ଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା...
Read moreନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁୁପ୍ରିମକୋର୍ଟଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ରାୟକୁ ବିରୋଧ ପ୍ରକାଶ କରିଛନ୍ତି। ଏବେ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ଶିବଲ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି କାର୍ଯ୍ୟପାଳିକା...
Read moreନୂଆଦିଲ୍ଲୀ: ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ୟୁନେସ୍କୋ ଏହାର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ...
Read moreଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଆଜି ଝାରସୁଗଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ଡ. ପିକେ ମିଶ୍ର । ଏହାପରେ ସେ ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୯ଟାରେ IIM,...
Read moreନୂଆଦିଲ୍ଲୀ: ଲୁଣରୁ ଚୀନ ତିଆରି କଲା ନ୍ୟୁକ୍ଲିୟର ରିଆକ୍ଟର । ଯେଉଁ ଲୁଣକୁ ଆମେ ଖାଦ୍ୟରେ ସ୍ୱାଦ ପାଇଁ ବ୍ୟବହାର କରୁଛେ, ଚୀନ ସେହି ତରଳ ଲୁଣରୁ ଇତିହାସ ରଚିବା ସହିତ, ବିଶ୍ୱରେ ପ୍ରଥମ ଥର ପାଇଁ ଥୋରିୟମ ମୋଲ୍ଟନ ସଲ୍ଟ...
Read moreନୂଆଦିଲ୍ଲୀ: ବିବାଦରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଓ ସନ୍ନି ଦେଓଲ । ଅଭିନେତା ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ନାଆଁରେ ଥାନାରେ ମାମଲା ରୁଜୁ ହୋଇଛି । ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ଜାଟ୍’ରେ ବିବାଦୀୟ...
Read moreମୁମ୍ବାଇ: ମହାରାଷ୍ଟ୍ରର ସରକାର ମରାଠୀ ଏବଂ ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଭାଷା ବାଧ୍ୟତାମୂଳକ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଏହା ଉପରେ ଦୃଢ ପ୍ରତିକ୍ରିୟା ଦେଇଛନ୍ତି। ସେ...
Read moreନୂଆଦିଲ୍ଲୀ: କିଛି ଦିନ ସୁନା ଦର ହ୍ରାସ ପାଇବା ପରେ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି। ଆଜି ସୁନା ଦର ଭୁବନେଶ୍ବରରେ ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର...
Read moreଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଆଜି ସେ ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ହୋଇଛି। ସେତିକି...
Read moreCopyright © 2023.