ଦେଶ ବିଦେଶ

ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ସେ  ସିଆଚେନ୍ ଗ୍ଲାସିଅରରେ ମୁତୟନ ଥିବା ସୈନିକ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ ଦେଶକୁ ସୁରକ୍ଷା ଦେବାରେ ସୈନିକମାନଙ୍କ...

Read more

ଡ୍ରେନରେ ପଡି ମହିଳାଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲା ବିଏମସି

ଡ୍ରେନରେ ପଡି ମହିଳାଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲା ବିଏମସି

ନୂଆଦିଲ୍ଲୀ: ଗତକାଲି ପ୍ରବଳ ବର୍ଷା ସମୟରେ ଡ୍ରେନ୍‌ରେ ପଡ଼ି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ଦାୟର କରିଛି। ବିଏମସି ମଧ୍ୟ ଗତକାଲି...

Read more

ଆଇସିସି ର଼୍ୟାଙ୍କିଙ୍ଗ: ବିରାଟ-ରୋହିତଙ୍କୁ ବଡ କ୍ଷତି, ଚମକିଲେ ଯଶସ୍ଵୀ-ପନ୍ତ

ଆଇସିସି ର଼୍ୟାଙ୍କିଙ୍ଗ: ବିରାଟ-ରୋହିତଙ୍କୁ ବଡ କ୍ଷତି, ଚମକିଲେ ଯଶସ୍ଵୀ-ପନ୍ତ

ନୂଆଦିଲ୍ଲୀ: ଆଇସିସି ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ବିପୁଳ କ୍ଷତି ସହିଛନ୍ତି। ଟେଷ୍ଟର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ସୁପରଷ୍ଟାର ୫ ଟି ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ଵାଲ...

Read more

ବେଙ୍ଗାଲୁରୁ ହତ୍ୟା ମାମଲା: ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମୁକ୍ତି ରଂଜନ ରୟଙ୍କ ଓଡିଶାରେ ଆତ୍ମହତ୍ୟା

ବେଙ୍ଗାଲୁରୁ ହତ୍ୟା ମାମଲା: ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମୁକ୍ତି ରଂଜନ ରୟଙ୍କ ଓଡିଶାରେ ଆତ୍ମହତ୍ୟା

ଭୁବନେଶ୍ବର: ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କ ନିର୍ମମ ହତ୍ୟା ମାମଲା ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଂଜନ ରୟ ଓଡିଶାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବେଙ୍ଗାଲୁରୁରେ ରହୁଥିବା ନେପାଳୀ ମହିଳା ମହାଲକ୍ଷ୍ମୀ...

Read more

ଋଷ ଏବଂ ଜାପାନକୁ ପଛରେ ପକାଇଲା ଭାରତ: ଆମେରିକା ଏବଂ ଚୀନ୍ ପରେ ଦଖଲ କଲା ତୃତୀୟ ସ୍ଥାନ

ଋଷ ଏବଂ ଜାପାନକୁ ପଛରେ ପକାଇଲା ଭାରତ: ଆମେରିକା ଏବଂ ଚୀନ୍ ପରେ ଦଖଲ କଲା ତୃତୀୟ ସ୍ଥାନ

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ପରେ ଏସିଆ ପାୱାର ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତ ଋଷ ଏବଂ ଜାପାନକୁ ପଛରେ ପକାଇ ଦେଇଛି। ଭାରତ ତୃତୀୟ ବୃହତ୍ତମ ମହାଶକ୍ତି ଭାବେ ମାନ୍ୟତା ପାଇଛି। ଏଥିରେ ଭାରତ 39.1...

Read more

ବିସିସିଆଇ ନିଷ୍ପତ୍ତି: ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ୟଶ ଦୟାଲ

ବିସିସିଆଇ ନିଷ୍ପତ୍ତି: ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ୟଶ ଦୟାଲ

ନୂଆଦିଲ୍ଲୀ: ବିସିସିଆଇ ଆଜି ୨୦୨୪ ଇରାନୀ କପ୍ ପାଇଁ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତୀୟର ସ୍କ୍ବାଡ୍ ଘୋଷଣା କରିଛି। ଏହି ସ୍କ୍ବାଡ୍ ଚର୍ଚ୍ଚାରେ ଆସିଛି, କାରଣ ଏଥିରେ ତିନିଜଣ ଖେଳାଳି ଅଛନ୍ତି ଯେଉଁମାନେ ବାଂଲାଦେଶ ବିପକ୍ଷରେ ମନୋନୀତ ଭାରତୀୟ ଦଳରୁ ବାଦ...

Read more

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମୃତ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମୃତ

ନୂଆଦିଲ୍ଲୀ: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ହୃଦଘାତରେ ପୀଡିତ ହୋଇଥିଲେ। ଏହି...

Read more

ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନ୍ୟୁୟର୍କରେ ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ନେତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ବିଷୟରେ ମନେ ପକାଇଥିଲେ ଏବଂ...

Read more

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ହେଜ୍‌ବୋଲ୍ଲା ବିରୋଧରେ ଆହୁରି ଘାତକ ଏୟାରଷ୍ଟ୍ରାଇକ୍‌ ହେବାକୁ ଥିବାରୁ...

Read more

ସିଇଓଙ୍କ ରାଉଣ୍ଡଟେବୁଲ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ସିଇଓଙ୍କ ରାଉଣ୍ଡଟେବୁଲ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ସ୍କୁଲ ଅଫ୍ ଇଞ୍ଜିନିୟରିଂର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ପକ୍ଷରୁ ଆୟୋଜିତ ଏକ ରାଉଣ୍ଡଟେବୁଲ ବୈଠକରେ ଟେକ୍ନୋଲୋଜିର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ, ବାୟୋଟେକ୍ନୋଲୋଜି ଆଣ୍ଡ ଲାଇଫ୍...

Read more
Page 175 of 257 1 174 175 176 257

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.