ଦେଶ ବିଦେଶ

ଭାରତ ଗସ୍ତ କରିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ୟୁକ୍ରେନ ବିବାଦ ଉପରେ ଆଲୋଚନା କରିବାର ସମ୍ଭାବନା

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ...

Read more

ବଦଳିଲା ନାମ, ଏବେ ସେବାତୀର୍ଥ ନାମରେ ଜଣାଯିବ PMO

ବଦଳିଲା ନାମ, ଏବେ ସେବାତୀର୍ଥ ନାମରେ ଜଣାଯିବ PMO

ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ...

Read more

ଅଯୋଧ୍ୟା ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ କ୍ୟାବିନେଟର ମଞ୍ଜୁରୀ, ୫୨ ଏକର ଜାଗାରେ ହେବ ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ କ୍ୟାବିନେଟର ମଞ୍ଜୁରୀ, ୫୨ ଏକର ଜାଗାରେ ହେବ ନିର୍ମାଣ କାର୍ଯ୍ୟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ନିଷ୍ପତ୍ତି କ୍ୟାବିନେଟ୍ ବୈଠକରେ ନିଆଯାଇଥିଲା । ମନ୍ଦିର ସଂଗ୍ରାହଳୟ ୫୨ ଏକର ଜାଗାରେ ନିର୍ମାଣ କରାଯିବ ।...

Read more

ଶୀତ ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ବୋଧନ, କହିଲେ ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ପାକିସ୍ତାନରୁ ଆମଦାନୀ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ନେତାମାନଙ୍କୁ ପରାଜୟର ନିରାଶାରୁ ବାହାରକୁ ଆସିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଏହି ଅଧିବେଶନ ଦେଶର ପ୍ରଗତି ପାଇଁ। ଏହାକୁ ପରାଜୟ ଉପରେ କ୍ରୋଧ ପ୍ରକାଶ କରିବାର ମାଧ୍ୟମ...

Read more

ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ; ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ; ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ...

Read more

ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ...

Read more

ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ, ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା

ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ, ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା

ଆମେରିକା : ହ୍ବାଇଟ ହାଉସ ନିକଟରେ ଫୁଟିଲା ଗୁଳି । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ଭୋଗିବାକୁ ପଡ଼ିପାରେ ପରିଣାମ । ଗତକାଲି ହ୍ବାଇଟ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଟ୍ରମ୍ପ ପ୍ରଶାସନ କଠୋର । ବଡ଼ ପଦକ୍ଷେପ ନେବାକୁ ଯୋଜନା...

Read more

ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆ, ୬.୪ ତୀବ୍ରତା ଝଟକାରେ ଘରୁ ଦୌଡିଆସିଲେ ଲୋକ

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ଇଣ୍ଡୋନେସିଆ : ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି...

Read more

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା, ମିଳିଲା ୨୧ ବର୍ଷର ଜେଲଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା, ମିଳିଲା ୨୧ ବର୍ଷର ଜେଲଦଣ୍ଡ

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବଡ଼ ଝଟକା । ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ୨୧ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହାପୂର୍ବରୁ କୋର୍ଟ ତାଙ୍କୁ ମାନବାଧିକାର ସମ୍ପର୍କୀତ ଏକ ମାମଲାରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ଏବେ...

Read more
Page 54 of 258 1 53 54 55 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.