ଦେଶ ବିଦେଶ

ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୩.୭ ରେକର୍ଡ

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ନୂଆଦିଲ୍ଲୀ : ଆଜି ସକାଳେ ଲଦାଖର ଲେହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା...

Read more

କୋଲକତାରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ…

କୋଲକତାରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ…

କୋଲକତା : କୋଲକତାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବଡ଼ବଜାର ଏଜରା ଷ୍ଟ୍ରିଟର ଏକ ଇଲୋକ୍ଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସୂଚନା ମଳିଛି । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ...

Read more

ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ କୁମାର

ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ କୁମାର

ବିହାର : ବିହାରରେ ପୁଣି ଏନଡିଏ ସରକାର । ବିହାର ବିଧାନ ସଭା ନିର୍ବାଚନରେ ଏନଡିଏ ଚମତ୍କାର ବିଜୟ ହାସଲ କରିଛି । ଏନଡିଏର ଏହି ବଡ଼ ସଫଳତା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନୀତିଶ କୁମାର । ୨୦୨୪...

Read more

ଭାରତୀୟ ବାୟୁସେନା ବିମାନ ଚେନ୍ନାଇରେ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ ଉଦ୍ଧାର

ଭାରତୀୟ ବାୟୁସେନା ବିମାନ ଚେନ୍ନାଇରେ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ ଉଦ୍ଧାର

ଚେନ୍ନାଇ : ଭାରତୀୟ ବାୟୁସେନା ବିମାନ ଚେନ୍ନାଇରେ ଦୁର୍ଘଟଣାଗ୍ରସ୍ତ । ନିୟମିତ ତାଲିମ ମିଶନରେ ଥିବା ଭାରତୀୟ ବାୟୁସେନାର ଏକ ବିମାନ ‘ପିଲାଟସ୍ PC-7’ ଚେନ୍ନାଇ ନିକଟସ୍ଥ ତାମ୍ବ୍ରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ବିମାନର ପାଇଲଟ୍ ନିଜକୁ ସୁରକ୍ଷିତ...

Read more

ବିହାରରେ ଭୋଟ ଗଣତି ଆରମ୍ଭ, ୪୬ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ବିହାରରେ ଭୋଟ ଗଣତି ଆରମ୍ଭ, ୪୬ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବିହାରରେ ଭୋଟ ଗଣତି ଆରମ୍ଭ । ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ । ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣିତ କରାଯାଉଛି...

Read more

ପେରୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩୭ ମୃତ ଓ ୧୩ ଆହତ

ପେରୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩୭ ମୃତ ଓ ୧୩ ଆହତ

ପେରୁ: ଦକ୍ଷିଣ ପେରୁରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇ ଗଭୀର ଘାଟିକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର...

Read more

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା: ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା: ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍...

Read more

ଭୁଟାନରୁ ଫେରି ସିଧା ହସପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଡାକ୍ତରଙ୍କୁ ପଚାରିବୁଝିଲେ ସ୍ଥିତି

ଭୁଟାନରୁ ଫେରି ସିଧା ହସପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଡାକ୍ତରଙ୍କୁ ପଚାରିବୁଝିଲେ ସ୍ଥିତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଆହତଙ୍କୁ ଭେଟିଛନ୍ତି । ଏହି ହସପିଟାଲରେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି...

Read more

ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କଲେ ଝିଅ ଇଶା

ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କଲେ ଝିଅ ଇଶା

ନୂଆଦିଲ୍ଲୀ: ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ସେ କହିଛନ୍ତି ବାପାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପରିବାରର ଗୋପନୀୟତା ବଜାୟ ରଖିବାକୁ ଅପିଲ କରିଛନ୍ତି।ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା...

Read more
Page 58 of 258 1 57 58 59 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.