ଦେଶ ବିଦେଶ

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆସନ୍ତା ୬ ମାସ ଯାଏଁ କପାଟ ବନ୍ଦ ରହିଛି । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ...

Read more

ଅବସର ନେଇ ପାରନ୍ତି ବିରାଟ ! ଆଉଟ ହେବା ପରେ ଦେଲେ ଇଶାରା…

ଅବସର ନେଇ ପାରନ୍ତି ବିରାଟ ! ଆଉଟ ହେବା ପରେ ଦେଲେ ଇଶାରା…

ନୂଆଦିଲ୍ଲୀ: ଯାହାର ଭୟ ଥିଲା ଶେଷରେ ସେୟା ହିଁ ହେଲା । ପର୍ଥରୁ ଆଡିଲେଡ୍ ବିରାଟ କୋହଲିଙ୍କ ପାଇଁ କିଛି ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ  ଆଡିଲେଡରେ ମଧ୍ୟ ଶୂନରେ ଆଉଟ ହୋଇଛନ୍ତି । କୋହଲି ନିଜର ୧୭ ବର୍ଷର...

Read more

ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ମୁକେଶ ସହନୀ ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ମୁକେଶ ସହନୀ ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର: ବିହାରରୁ ଆସିଲା ବଡ଼ ଖବର । ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ମହାମେଣ୍ଟ ତରଫରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା...

Read more

ପାକିସ୍ତାନରେ ଟମାଟୋ କିଲୋ ୭୦୦ ଟଙ୍କା, ଆଫଗାନିସ୍ତାନ ସହିତ ବାଣିଜ୍ୟ ବାଧା ଯୋଗୁଁ ଏଭଳି ସ୍ଥିତି

ପାକିସ୍ତାନରେ ଟମାଟୋ କିଲୋ ୭୦୦ ଟଙ୍କା, ଆଫଗାନିସ୍ତାନ ସହିତ ବାଣିଜ୍ୟ ବାଧା ଯୋଗୁଁ ଏଭଳି ସ୍ଥିତି

ପାକିସ୍ତାନ : ଦେବାଳିଆ ପାକିସ୍ତାନ ବର୍ତ୍ତମାନ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନରେ ଟମାଟୋ ମୂଲ୍ୟ ନୂଆ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ଲାହୋର ଏବଂ କରାଚୀ ସମେତ ଅଧିକାଂଶ ପ୍ରମୁଖ ସହରରେ ଟମାଟୋ ଏବେ...

Read more

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ରକ୍ଷାମନ୍ତ୍ରୀ ଏବଂ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ରକ୍ଷାମନ୍ତ୍ରୀ ଏବଂ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

ନୂଆଦିଲ୍ଲୀ : ଅଲିମ୍ପିକ ପଦକ ବିଜେତା ତଥା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ...

Read more

ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

ଆମେରିକା: ଆତଙ୍କୀ ସଂଗଠନ ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମ ଚେତାବନୀ। ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୋଗିବାକୁ ପଡିବ ବଡ଼ ପରିଣାମ । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ବଜାୟ ରହୁ ବୋଲି ଚେତାବନୀ...

Read more

ମୋଦିଙ୍କୁ ଟ୍ରମ୍ପଙ୍କ ଫୋନ୍ କଲ୍, ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଚୀନ୍, କାନାଡାକୁ ବଡ ଝଟକା ଦେଲା ଆମେରିକା, କିନ୍ତୁ ଭାରତ ସହ ବନ୍ଧୁତା ବଜାୟ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପ ଫୋନ୍ କଲ୍ ମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏହି ଆଲୋକର ପର୍ବରେ ଦୁଇଟି ଲୋକତନ୍ତ୍ର ଦୁନିଆର ଆଶାର କିରଣ ହେଉ ଏବଂ ଆତଙ୍କବାଦ ବିରୋଧରେ ଏକତ୍ରିତ ରହୁ...

Read more

ଦ୍ରୁତ ଗତିରେ ଖସୁଛି ରୁପା ; ୬ ଦିନରେ କମିଲା କେଜି ପିଛା ୨୫ ହଜାର ଟଙ୍କା

ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! ଏତେ ଟଙ୍କା କମାଇଦେଲେ…

ନୂଆଦିଲ୍ଲୀ: ଏଇ କିଛିଦିନ ମଧ୍ୟରେ ହୁ ହୁ ହୋଇ ବଢୁଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ ହେବାରେ ଲାଗିଛି । ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି , ସେଥିରୁ ଦୁଇଦିନ ଥିଲା...

Read more

ବନ୍ଧୁତାର ହାତ ବଢାଇ ଭାରତକୁ ଝଟକା ଦେଲା ଚୀନ୍: ଏହି ମାମଲାରେ WTO କୁ କଲା ଅଭିଯୋଗ

ବନ୍ଧୁତାର ହାତ ବଢାଇ ଭାରତକୁ ଝଟକା ଦେଲା ଚୀନ୍: ଏହି ମାମଲାରେ WTO କୁ କଲା ଅଭିଯୋଗ

ନୂଆଦିଲ୍ଲୀ: ପଡ଼ୋଶୀ ଚୀନ୍ ଭାରତକୁ ଆଉ ଏକ ଝଟକା ଦେଇଛି। ଆମେରିକାର ଉଚ୍ଚ ଶୁଳ୍କ ପରେ ଭାରତ ବୈଦ୍ୟୁତିକ ଯାନବାହନ ଏବଂ ବ୍ୟାଟେରୀ ଉପରେ ନୂଆଦିଲ୍ଲୀର ସବସିଡି ସମ୍ପର୍କରେ ବିଶ୍ୱ ବାଣିଜ୍ୟ ସଂଗଠନରେ ଅଭିଯୋଗ କରିଛି। ଚୀନ୍ ଭାରତର କିଛି ପ୍ରୋତ୍ସାହନ ଯୋଜନା...

Read more

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ସାନାଏ ଟାକାଇଚିଙ୍କୁ ମିଳିଲା ବହୁମତ

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ସାନାଏ ଟାକାଇଚିଙ୍କୁ ମିଳିଲା ବହୁମତ

ଜାପାନ : ଜାପାନକୁ ମିଳିଗଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ଟାକାଇଚି । ଆଜି ହୋଇଥିବା ଭୋଟରେ ୬୪ ବର୍ଷିୟା ଟାକାଇଚିଙ୍କୁ ବହୁମତ ମିଳିଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ...

Read more
Page 63 of 258 1 62 63 64 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.