ଦେଶ ବିଦେଶ

ରୁଷ ସହିତ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

ରୁଷ ସହିତ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ...

Read more

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୨୪ରେ ହେବ ଭୋଟ୍

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୨୪ରେ ହେବ ଭୋଟ୍

ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ...

Read more

୨୩ ମାସ ପରେ ଜେଲରେ ମୁକୁଳିଲେ ସପା ନେତା ଆଜମ ଖାନ, ୭୨ଟି ମାମଲାରେ ମିଳିଛି ଜାମିନ

୨୩ ମାସ ପରେ ଜେଲରେ ମୁକୁଳିଲେ ସପା ନେତା ଆଜମ ଖାନ, ୭୨ଟି ମାମଲାରେ ମିଳିଛି ଜାମିନ

ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ ।...

Read more

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା, ବର୍ଷା ବିତ୍ପାତ ଯୋଗୁଁ ୭ ଜଣଙ୍କ ମୃତ୍ୟୁ

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା, ବର୍ଷା ବିତ୍ପାତ ଯୋଗୁଁ ୭ ଜଣଙ୍କ ମୃତ୍ୟୁ

କୋଲକାତା: ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା । ସହରର ଚାରିଆଡେ ପାଣି ଆଉ ପାଣି । ବୁଡ଼ିଲା ରାସ୍ତା ଘାଟ, ଘରେ ପଶିଲା ପାଣି । ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ଜାରି...

Read more

ଆଜିଠାରୁ ନୂଆ GST ଆରମ୍ଭ, ପାର୍ବଣ ଋତୁରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି

ଆଜିଠାରୁ ନୂଆ GST ଆରମ୍ଭ, ପାର୍ବଣ ଋତୁରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି

ନୂଆଦିଲ୍ଲୀ: ନବରାତ୍ରି ଆରମ୍ଭ ହେବା ସହିତ ସରକାର ଘୋଷଣା କରିଥିବା ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ GST ହାରରେ ପରିବର୍ତ୍ତନ ହୋଇଛି । ଆଜିଠାରୁ GST କାର୍ଯ୍ୟକାରୀ ହୋଇଛି । ନିତ୍ୟ ବ୍ୟବହାର ସାମଗ୍ରୀଠାରୁ ଆରମ୍ଭ କରି ଗାଡ଼ି ଏବଂ ଅନ୍ୟାନ୍ୟ...

Read more

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ର ସବୁଠାରୁ ବଡ଼ ମ୍ୟାଚ୍ ଆଜି ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନୀ ଦଳ ସୁପର ୪ ପର୍ଯ୍ୟାୟରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କଡା ପ୍ରତିଦ୍ୱନ୍ଦିତାପୂର୍ଣ୍ଣ...

Read more

ଭାରତ ପାଇଁ ବଡ଼ ଝଟକା, ଇରାନର ଚାବାହାର ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା

ଭାରତ ପାଇଁ ବଡ଼ ଝଟକା, ଇରାନର ଚାବାହାର ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା

ଇରାନ: ଇରାନର ଚାବାହାର ପୋର୍ଟକୁ ଫେରିଲା କଟକଣା । ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା । ଏହା ଭାରତ ପାଇଁ ବଡ଼ ଝଟକା । ଏହି ପୋର୍ଟର ବିକାଶ କାର୍ଯ୍ୟରେ ନିୟୋଜିତ ଅଛି ଭାରତ । ୨୦୧୮ରୁ ଏହି...

Read more

ନେପାଳର ଅନ୍ତରୀମ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି, ଘଟଣାକୁ ନେଇ ବ୍ୟକ୍ତ କଲେ ସମବେଦନା

ନେପାଳର ଅନ୍ତରୀମ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି, ଘଟଣାକୁ ନେଇ ବ୍ୟକ୍ତ କଲେ ସମବେଦନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ...

Read more

ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସାଂଘାତିକ ଅଭିଯୋଗ, କହିଲେ ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସାଂଘାତିକ ଅଭିଯୋଗ, କହିଲେ ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି...

Read more

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ...

Read more
Page 68 of 258 1 67 68 69 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.