ମୁଖ୍ୟମନ୍ତ୍ରୀଙ୍କ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

ଭୁବନେଶ୍ୱର: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ସରକାରରେ ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା। ଆମ ସରକାର ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ...

Read more

ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଝାଡ଼ଖଣ୍ଡ ଯିବେ । ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ରେ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୩୦ରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ।  ସେହିପରି  ଅକ୍ଟୋବର ୧ରେ ଚାଇଁବାସାର...

Read more

ଧାମନଗରର ପରିସ୍ଥିତି ଏବେ ବି ଉତ୍ତେଜନା, ବନ୍ଦ କରାଗଲା ଇଣ୍ଟରନେଟ ସଂଯୋଗ

ଧାମନଗରର ପରିସ୍ଥିତି ଏବେ ବି ଉତ୍ତେଜନା, ବନ୍ଦ କରାଗଲା ଇଣ୍ଟରନେଟ ସଂଯୋଗ

ଭୁବନେଶ୍ବର: ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ସେଠାରେ ଗତକାଲିଠାରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଶ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ଆଜି 48 ଘଣ୍ଟା ପାଇଁ ଧାମନଗର...

Read more

ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନୂଆ ନିଯୁକ୍ତି

ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ  ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ...

Read more

ଓଲଟିଲା ବସ, ୪ ଯାତ୍ରୀ ମୃତ, ୧୬ ଜଣ ଗୁରୁତର

ଓଲଟିଲା ବସ, ୪ ଯାତ୍ରୀ ମୃତ, ୧୬ ଜଣ ଗୁରୁତର

ଭୁବନେଶ୍ବର: ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୫୭ ଯାତ୍ରୀ ଥିଲାବେଳେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇଛି। ସେମାନଙ୍କୁ...

Read more

‘ସୁଭଦ୍ରା’ ପାଇଁ ଆସିଲା ଏକ ବଡ଼ ଖବର

‘ସୁଭଦ୍ରା’ ପାଇଁ ଆସିଲା ଏକ ବଡ଼ ଖବର

ଭୁବନେଶ୍ୱର: ‘ସୁଭଦ୍ରା’ କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । କେଉଁ ଦିନ ସଭଦ୍ରା ସହାତା ମିଳିବ ସେ ନେଇ ଆଜି ତାରିଖ ଘୋଷଣା ହୋଇପାରେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରବର୍ତ୍ତୀ ତାରିଖ...

Read more

ଆଜିଠୁ ମାଟ୍ରିକ ପରୀକ୍ଷା ପଞ୍ଜୀକରଣ

ଆଜିଠୁ ମାଟ୍ରିକ ପରୀକ୍ଷା ପଞ୍ଜୀକରଣ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଆସନ୍ତା ୨୦୨୬ରେ ହାଇସ୍କୁଲ୍‌ ସାର୍ଟିଫିକେଟ୍‌  (ମାଟ୍ରିକ୍‌) ପରୀକ୍ଷା ଦେବେ । ଏଥିପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଲାଗି ବୋର୍ଡ  ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ...

Read more
Page 268 of 433 1 267 268 269 433

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.