ଗଣ ଦୌଡ଼ ଓ ଶହୀଦ ଜ୍ୟୋତି ସହ ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ, ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି ରଙ୍ଗିନ

ଗଣ ଦୌଡ଼ ଓ ଶହୀଦ ଜ୍ୟୋତି ସହ ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ, ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି ରଙ୍ଗିନ

ରଣପୁର, ୦୫/୦୧ : ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ...

Read more

ଗୋପ ବଜାରରେ ଚାଲିଲା ବୁଲଡୋଜର, ସରକାରୀ ଜମି ଜଵର ଦଖଲ ଉଚ୍ଛେଦ

ଗୋପ ବଜାରରେ ଚାଲିଲା ବୁଲଡୋଜର, ସରକାରୀ ଜମି ଜଵର ଦଖଲ ଉଚ୍ଛେଦ

ଗୋପ - 5/1/2026: ଆଜି ସକାଳୁ ଗୋପ ର ରାସ୍ତା ପାର୍ଶ୍ୱ ସରକାରୀ ଜମି ଜବରଦଖଲ କରିଥିବା ଘର ଓ ଦୋକାନ କୁ ପ୍ରଶାସନ ବୁଲଡୋଜର ଲଗାଇ ଉଛେଦ କରୁଛି, ଦୀର୍ଘ ଦିନର ଟ୍ରାଫିକ ସମସ୍ୟା ରୁ ମୁକ୍ତି ପାଇବ ଗୋପ...

Read more

୧୨ରେ ମୋକିମଙ୍କ ନୂଆ ଦଳ

୧୨ରେ ମୋକିମଙ୍କ ନୂଆ ଦଳ

ସବୁ ଆଲୋଚନାର ଅନ୍ତ ଘଟାଇ ଆଗାମୀ ୧୨ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପକାଇବାକୁ ଯାଉଛନ୍ତି ପୂର୍ବତ୍ତନ ବିଧାୟକ ମହମ୍ମଦ ମୋକିମ । ଏନେଇ ସୂଚନା ଦେଇଛନ୍ତି ମହମ୍ମଦ ମୋକିମ । ପୂର୍ବତ୍ତନ ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ମହମ୍ମଦ...

Read more

ଆସନ୍ତାକାଲିଠୁ ବଢିବ ଶୀତ, ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଆସନ୍ତାକାଲିଠୁ ବଢିବ ଶୀତ, ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ ।  ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ  ।  ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ ।  କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ...

Read more

ଦିଲ୍ଲୀ ଦଙ୍ଗା ମାମଲା : ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଦିଲ୍ଲୀ ଦଙ୍ଗା ମାମଲା : ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଘଟଣାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଜଷ୍ଟିସ ଅରବିନ୍ଦ କୁମାର ଏବଂ...

Read more

ଭୁବନେଶ୍ବର ପରେ ପୁରୀରେ ‘ଆମ ବସ’ର ଯାଞ୍ଚ, ଗାଡ଼ିର ଫିଟନେସ ସମେତ ଚାଳକଙ୍କ ଲାଇସେନ୍ସ ଯାଞ୍ଚ

ଭୁବନେଶ୍ବର ପରେ ପୁରୀରେ ‘ଆମ ବସ’ର ଯାଞ୍ଚ, ଗାଡ଼ିର ଫିଟନେସ ସମେତ ଚାଳକଙ୍କ ଲାଇସେନ୍ସ ଯାଞ୍ଚ

ପୁରୀ: ଭୁବନେଶ୍ବର ପରେ ପୁରୀରେ ‘ଆମବସ’ର ଯାଞ୍ଚ ।  ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀପାଟପୁର ଛକ ଠାରେ ‘ଆମବସ’ ଗୁଡିକର ଯାଞ୍ଚ କରାଯାଇଛି ।  ସମସ୍ତଗାଡ଼ିର କାଗଜ ପତ୍ର, ଫିଟନେସ ସମେତ ଚାଳକମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହୋଇଥିଲା । ସେହିପରି...

Read more

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି

ରାଜନଗର : ରାଜନଗର ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ । ମାମଲା ରୁଜୁ କଲା ପୋଲିସ । ସେପଟେ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି । ଏନେଇ...

Read more

ଜାନୁଆରୀ ୫ରୁ ରଣପୁର ମହୋତ୍ସବ: ଐତିହ୍ୟ ଓ ସଂସ୍କୃତିର ଉତ୍ସବ ରଣପୁର ମହୋତ୍ସବ

ଜାନୁଆରୀ ୫ରୁ ରଣପୁର ମହୋତ୍ସବ: ଐତିହ୍ୟ ଓ ସଂସ୍କୃତିର ଉତ୍ସବ ରଣପୁର ମହୋତ୍ସବ

ରଣପୁର, ୪/୧ : ଆସନ୍ତା ଜାନୁଆରୀ ୫ ରୁ ୯ ପର୍ଯ୍ୟନ୍ତ ରଣପୁରରେ ଆୟୋଜିତ ହେଉଛି ରଣପୁର ମହୋତ୍ସବ। ଐତିହ୍ୟ, ସଂସ୍କୃତି, ଇତିହାସ ଓ ପରମ୍ପରାକୁ ଆଧାର କରି ଏହି ମହୋତ୍ସବ ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର...

Read more

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

ଭୁବନେଶ୍ବର: ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।  ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି ।  ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି ।  ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ । ଏନେଇ ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଅଫିସ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା ରହିଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଜ୍ଜନକ ।

Read more
Page 74 of 432 1 73 74 75 432

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.