ସମସ୍ୟା

ଆରବସାଗର ଏବଂ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ , ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ, ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ

ନୂଆଦିଲ୍ଲୀ : ବର୍ତ୍ତମାନ ଉତ୍ତର ଭାରତରେ ଥଣ୍ଡା ଆରମ୍ଭ ହୋଇଛି । ଦେଶର ଅନେକ ସ୍ଥାନରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଉପରେ ୧.୫ ରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି ।...

Read more

ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ, ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଶନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ।  ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି ।  ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାରବନ୍ଦ...

Read more

ନୂଆପଡ଼ା ଉପ ନିର୍ବାଚନ, ମନୋଜ ମିଶ୍ର ହେବେ ବିଜେଡି ପ୍ରାର୍ଥୀ !

ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ଭୁବନେଶ୍ୱର :  ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ ।  ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ...

Read more

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା

ବାଲୁଗାଁ: ଏସିଆ ମହାଦେଶର ସର୍ବ ବୃହତମ ଲବଣ ହ୍ରଦ ହେଉଛି ଚିଲିକା । ଏହା ୧୧ ଶହ କିଲୋମିଟର ବର୍ଗ  ବିଶିଷ୍ଟ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଲାଗିରହିଛି  । ଏହା ଓଡିଶାର ଏକ ପର୍ଯ୍ୟଟନ ସ୍ଥଳ ଓ ପକ୍ଷୀ ଅଭୟାରଣ୍ୟ ସହିତ ଭାରତର...

Read more

କରୁର ଦଳାଚକଟା : ତଦନ୍ତ କରିବ CBI, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କରୁର ଦଳାଚକଟା : ତଦନ୍ତ କରିବ CBI, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା ।  ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।  ଅବସରପ୍ରାପ୍ତ ସୁପ୍ରିମକୋର୍ଟ...

Read more

ବନ୍ଦୀଙ୍କୁ ଛାଡୁଛି ହମାସ, ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ କରିଛି ମୁକ୍ତ

ବନ୍ଦୀଙ୍କୁ ଛାଡୁଛି ହମାସ, ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ କରିଛି ମୁକ୍ତ

ହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ...

Read more

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୨୪ରେ ହେବ ଭୋଟ୍

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ...

Read more

ପୁରୀ ଯିବା ରାସ୍ତାରେ ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ, ପଇଡ ବିକ୍ରେତାଙ୍କ ସହ ହେଲେ ସୁଖଦୁଃଖ

ପୁରୀ ଯିବା ରାସ୍ତାରେ ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ, ପଇଡ ବିକ୍ରେତାଙ୍କ ସହ ହେଲେ ସୁଖଦୁଃଖ

ଭୁବନେଶ୍ବର: ପୁରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକିଥିଲେ । ପଇଡ...

Read more

ବିଜେଡିର ନୂଆପଡ଼ା ରଣନୀତି ବୈଠକ, ଖୁବଶୀଘ୍ର ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ

ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ? ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଗ୍ରୀନ ସିଗନାଲ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ସେ ବିଜେପିରେ ସାମିଲ ହେବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି ।...

Read more
Page 164 of 498 1 163 164 165 498

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.