ସମସ୍ୟା

ହୀରାକୁଦ ପାଇଁ ବଢିଲା ଚିନ୍ତା, ସୁରକ୍ଷା ପାଇଁ ନିର୍ମାଣ ହେବ ୫ଟି ସ୍ପିଲୱେ

ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା

ଭୁବେନଶ୍ୱର: ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍‌ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ...

Read more

ଇସ୍ରାଏଲରୁ ଜନ୍ମମାଟିକୁ ଫେରିଲେ ୬ ଜଣ ଓଡ଼ିଆ ଛାତ୍ର

ଇସ୍ରାଏଲରୁ ଜନ୍ମମାଟିକୁ ଫେରିଲେ ୬ ଜଣ ଓଡ଼ିଆ ଛାତ୍ର

ଭୁବନେଶ୍ୱର: ଇସ୍ରାଏଲରୁ ଗାଁକୁ ଫେରିଲେ ୬ଜଣ ଓଡ଼ିଆ ଛାତ୍ର । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତିରେ ଓଡ଼ିଶା ଫେରିଛନ୍ତି ଇସ୍ରାଏଲରେ ରହି ପାଠ ପଢ଼ୁଥିବା ଛାତ୍ର । ସେଠାରେ କିପରି ରହିଥିଲେ ? ଏବଂ ଯୁଦ୍ଧ ସମୟରେ କେଉଁଭଳି ଭୟଭୀତ ଅବସ୍ଥାରେ ଜୀବନ କାଟୁଥିଲେ...

Read more

ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି: ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୫୫୦ କୋଟିର ପ୍ରକଳ୍ପ ଭେଟି । ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ...

Read more

ରାଜ୍ୟରେ ୨୮ ତାରିଖ ଯାଏଁ ବର୍ଷା, ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଆସନ୍ତାକାଲିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ୨୮ ତାରିଖ ଯାଏଁ ବର୍ଷା। ଦକ୍ଷିଣ ଉତ୍ତର ପ୍ରଦେଶରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାରଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି । ସେହିପରି ପଶ୍ଚିମ...

Read more

ଗୋପାଳପୁର ଗଣ ଦୁଷ୍କର୍ମ ମାମଲା, ୩ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ

ଗୋପାଳପୁର ଗଣ ଦୁଷ୍କର୍ମ ମାମଲା, ୩ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ

ବ୍ରହ୍ମପୁର: ରିମାଣ୍ଡରେ ଯିବେ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଥିଲା । ଟିଆଇ ପରେଡରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ...

Read more

ବଡ଼ ଖବର: ସିରିଆ ଚର୍ଚ୍ଚରେ ବଡ଼ ଆକ୍ରମଣ, ୨୨ ମୃତ

ବଡ଼ ଖବର: ସିରିଆ ଚର୍ଚ୍ଚରେ ବଡ଼ ଆକ୍ରମଣ, ୨୨ ମୃତ

ନୂଆଦିଲ୍ଲୀ: ସିରିଆ ଚର୍ଚ୍ଚରେ ଏକ ବଡ଼ ଅଘଟଣ ଘଟିଛି । ରବିବାର ଦିନ ଚର୍ଚ୍ଚ ଭିତରେ ପ୍ରାର୍ଥନା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୬୩ ଜଣ ଆହତ...

Read more

ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ

ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ

ଭୁବନେଶ୍ବର: ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ।  କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି...

Read more

ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତ ସିଂଘାକୁଦା ଗ୍ରାମରେ ଅଗ୍ନିକାଣ୍ଡ: ୮ଟି ପରିବାରର ବାସଗୃହ ସହ ଆସବାବପତ୍ର ଭସ୍ମୀଭୂତ

ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତ ସିଂଘାକୁଦା ଗ୍ରାମରେ ଅଗ୍ନିକାଣ୍ଡ: ୮ଟି ପରିବାରର ବାସଗୃହ ସହ ଆସବାବପତ୍ର ଭସ୍ମୀଭୂତ

ସତ୍ୟବାଦୀ (ଭିଓଭି) ତା ୨୧-୦୬-୨୦୨୫: ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତ ସିଂଘାକୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ର ବାସଗୃହ ସହ ଆସବାବପତ୍ର ଓ ଦରକାରୀ କାଗଜପତ୍ର ପୋଡି ସମ୍ପୂର୍ଣ ରୂପେ ଭସ୍ମୀଭୂତ ହେଇଯାଇଛି । ଖବର ପାଇ ସତ୍ୟବାଦୀର...

Read more

‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ଏବଂ ‘ଭାରତ ମାତା କି ଜୟ’ ଧ୍ୱନିରେ କମ୍ପିଲା ଦିଲ୍ଲୀ ଏୟାରପୋର୍ଟ

‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ଏବଂ ‘ଭାରତ ମାତା କି ଜୟ’ ଧ୍ୱନିରେ କମ୍ପିଲା ଦିଲ୍ଲୀ ଏୟାରପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଗୁଞ୍ଜରିତ ହେଲା ଭାରତର ଜୟ ଜୟକାର । ଯୁଦ୍ଧଭୂମିରୁ ଫେରିଲେ ଭାରତୀୟ । ହିନ୍ଦୁସ୍ଥାନ ଜିନ୍ଦାବାଦ ଏବଂ ‘ଭାରତ ମାତା କି ଜୟ’ ଧ୍ୱନିରେ କମ୍ପିଲା ଏୟାରପୋର୍ଟ । ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି...

Read more
Page 208 of 499 1 207 208 209 499

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.