ସମସ୍ୟା

ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

ଭୁବନେଶ୍ୱର: ଆଂଚଳିକ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ କ୍ୟାମ୍ପସ୍‌-୩ ର ସର୍ଜିକାଲ୍‌ ଟିମ୍‌ ଦ୍ୱାରା ଜଣେ ୬୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ବିପଜ୍ଜନକ ଟ୍ୟୁମରକୁ...

Read more

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି ।ଜୟଦେବ ବିହାରସ୍ଥିତ ଓଡିଶୀ...

Read more

ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

ପୁରୀ: ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ରଥ ନିର୍ମାଣ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ , ଖେ଼ଇକୁ ନେଇ ବିବାଦ...

Read more

ସରକାରଙ୍କ ପ୍ରଚାର କଲେ ମିଳିବ ଦରମା

ସରକାରଙ୍କ ପ୍ରଚାର କଲେ ମିଳିବ ଦରମା

ବାଲେଶ୍ବର : ସାମାଜିକ ଗଣମାଧ୍ୟମ ବ୍ଲଗରଙ୍କୁ କିଛି ଥୋପ ଦେବା ଲାଗି ସରକାରୀ ଯୋଜନା ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ବରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏକ ରୁଦ୍ଧଦ୍ବାର ବୈଠକକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ ଗଣମାଧ୍ୟମରେ ସରକାରଙ୍କ...

Read more

ଆଡମିଟ୍‌ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା

ଆଡମିଟ୍‌ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା

ଭୁବନେଶ୍ବର : ଆସନ୍ତା ୨୧ରେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍‌ଆରଟିସି, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା...

Read more

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌, ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌, ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌ । ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ । ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନ୍‌ଦାରଙ୍କ ବଦଳରେ...

Read more

ବଡ଼ଚଣା ଡଗରପଡା ଗ୍ରାମରେ ରଜ ମହୋତ୍ସବ ବେଶ୍ ଆଡମ୍ୱର ସହ ପାଳନ କରାଯାଇଛି

ବଡ଼ଚଣା ଡଗରପଡା ଗ୍ରାମରେ ରଜ ମହୋତ୍ସବ ବେଶ୍ ଆଡମ୍ୱର ସହ ପାଳନ କରାଯାଇଛି

ରଜ ପର୍ବ ଓଡିଶାର ଲୋକ ପର୍ବ ଭାବରେ ବେଶ୍ ପରିଚିତ । ଏହା ସାରା ଓଡ଼ିଶା ରେ ଖୁବ୍ ଧୁମ୍ ଧାମ ରେ ପାଳନ କରାଯାଏ। ଚଳିତ ବର୍ଷ ବଡ଼ଚଣା ବ୍ଲକ ଅନ୍ତର୍ଗତ ଡଗରପଡା ଗ୍ରାମରେ ରଜମହୋତ୍ସବ ବେଶ୍ ଆଡମ୍ୱର ସହ...

Read more

ବଳଭଦ୍ରପୁର ପ୍ରିମିୟର ଲିଗ ଉଦ୍‌ଯାପିତ, ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଚାମ୍ପିୟନ

ବଳଭଦ୍ରପୁର ପ୍ରିମିୟର ଲିଗ ଉଦ୍‌ଯାପିତ, ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଚାମ୍ପିୟନ

ବଳଭଦ୍ରପୁର ଯୁବକ ସଂଘର ଆନୁକୂଲ୍ୟରେ ତିନିଦିନିଆ “ବଳଭଦ୍ରପୁର ପ୍ରିମିୟର ଲିଗ (ବିପିଏଲ୍)” ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ୧୨ ଜୁନ୍ ୨୦୨୬ ରୁ ଆରମ୍ଭ ହୋଇ ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା। ବଳଭଦ୍ରପୁର ଓ ଛତ୍ରବଜାର ଅଞ୍ଚଳର...

Read more

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅକାଳ ତଖ୍ତ ଦ୍ୱାରା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଧାର୍ମିକ ଦୁର୍ବ୍ୟବହାର ପାଇଁ ଦୋଷୀ ଘୋଷଣା କରାଯିବା ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ଦଳ ଆମ ଆଦମୀ ପାର୍ଟି (AAP) ଏବଂ ଏହାର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ...

Read more

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬

ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମର ରାଜ୍ୟ ସଭାପତି ତଥା ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ସତ୍ୟବ୍ରତ ନାୟକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫୯ ତମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକସ୍ଥିତ ସୁକାବାଡି...

Read more
Page 26 of 493 1 25 26 27 493

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.