ସମସ୍ୟା

ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ: ବିଜେଡି

ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ: ବିଜେଡି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ଓଡିଶା ବିଜେପି ନେତାମାନେ ବିଚଳିତ ହୋଇପଡିଥିବାରୁ ସେମାନେ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ବୁଝିପାରୁନାହାନ୍ତି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର...

Read more

ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯୋଗ...

Read more

ଓଡିଶାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଓଡିଶାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି। ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି...

Read more

ହିରୋ ଫିନକର୍ପ ଉପରେ ଜରିମାନା ଲଗାଇଲା ଆରବିଆଇ

ହିରୋ ଫିନକର୍ପ ଉପରେ ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ: ହିରୋ ଗ୍ରୁପର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ହିରୋ ଫିନକର୍ପ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ଵାରା ଲକ୍ଷ ଲକ୍ଷ ଜୋରିମାନା ଲାଗୁ କରାଯାଇଛି। ଏହି NBFC ଉପରେ ଆରବିଆଇ ମୋଟ ୩.୧୦ ଲକ୍ଷ ଟଙ୍କା ଜରିମାନା କରିଛି।...

Read more

ଅଟୋରେ ଯାଇ ଭୋଟ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ଅଟୋରେ ଯାଇ ଭୋଟ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ବର ଲୋକସଭା ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଫଳରେ ଭିଭିଆଇପି ରହୁଥିବା ଏହି ନିର୍ବାଚନ ମଣ୍ଡଳୀରେ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି ନବୀନ ନିବାସ ନିକଟରେ ଥିବା ୪୪ ନମ୍ବର ବୁଥରେ ଭୋଟ...

Read more

ଭୋଟ ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ଭୋଟ ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ତାଙ୍କ ଘର ପାଖରେ ଥିବା ଏରୋଡ୍ରମ ସ୍କୁଲରେ ଭୋଟ ଦେଇଥିଲେ। ନବୀନ ଘରୁ ଚାଲିଚାଲି...

Read more

ଆସନ୍ତା କାଲି ମତଦାନ, ଚଳଚଂଚଳ ପୁରୀ

ଆସନ୍ତା କାଲି ମତଦାନ, ଚଳଚଂଚଳ ପୁରୀ

ପୁରୀ (ଭିଓଭି): ରାତି ପାହିଲେ ଭାଗ୍ୟ ନିର୍ଦ୍ଧାରଣ ହେବ ଜନନାୟକଙ୍କର । ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ସାଧାରଣ ଜନତା । ଭୋଟରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଚଳଚଂଚଳ ସମସ୍ତେ । ସ୍ଥାନୀୟ ନେତା, ସମର୍ଥକ,...

Read more

ରାଇରଙ୍ଗପୁରରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍

ରାଇରଙ୍ଗପୁରରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି । ଭିକେ ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଜାଗାରେ ଆଦିବାସୀ ଭାଇ ଭଉଣୀମାନଙ୍କୁ ରଖିଛନ୍ତି ।...

Read more

ସମ୍ବଲପୁରରେ ଲାଗିଲା ୧୪୪ ଧାରା

ସମ୍ବଲପୁରରେ ଲାଗିଲା ୧୪୪ ଧାରା

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଲାଗିଲା ୧୪୪ ଧାରା । ଆସନ୍ତାକାଲି ନିର୍ବାଚନକୁ ଦୃଷ୍ଟିରେ ରଖି  ୧୪୪ ଧାରା ଲାଗାଯାଇଛି। ୨୬ ତାରିଖ ପଯ୍ୟନ୍ତ ଜାରି ରହିବ । ଏ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି...

Read more

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତା 26 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ଆଜି ମାଟ୍ରିକ ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହିଦିନ ସକାଳ 10 ଟା 30 ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଇଣ୍ଟରନେଟରେ...

Read more
Page 411 of 496 1 410 411 412 496

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.