• About Us
  • Contact Us
Wednesday, November 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ଓସ୍ତପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

by Voice of Victims
November 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁର ଓସ୍ତପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ରଣପୁର: ନୟାଗଡ ଜିଲ୍ଲା,ରଣପୁର ବ୍ଲକରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଓସ୍ତପଡ଼ା ଗ୍ରାମର ବଳଭଦ୍ର ଜେନାଙ୍କ ପତ୍ନୀ ପାଗଳୀ ଜେନା ରାତି ୩.୧୫ ସମୟରେ ସ୍ନାନ ଓ ଶୌଚ କର୍ମ ପାଇଁ ଘର ବାହାରକୁ ଉଠିଥିବା ସମୟରେ ବାହାରେ ଥିବା ଏକ ବିଶାଳକାୟ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଭିଡ଼ି ନେଇ ଆକ୍ରମଣ କରିବା ସହିତ ପାଦରେ ଦଳି ଅନ୍ତ ବୁଜୁଳା ବାହାର କରିଦେଇଥିଲା। ସାଥିରେ ଥିବା ତାଙ୍କ ନାତୁଣୀ ଦୌଡି ପଳାଇ ଯିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ନାତୁଣୀର ଚିତ୍କାର ଶୁଣି ଲୋକେ ଉଠିବା ବେଳକୁ ହାତୀ ଆକ୍ରମଣ କରି ନିକଟସ୍ତ ଜଙ୍ଗଲକୁ ପଳାଇ ଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ୪ଦିନ ତଳେ ନିକଟସ୍ଥ ହରିପୁର ଗାଁରେ ଏହିଭଳି ଭାବରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ପାଗଳୀ ଜେନାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ବାରମ୍ବାର ଏହିଭଳି ଭାବରେ ହାତୀ ଗାଁରେ ପଶି ଆକ୍ରମଣ କରି ମଣିଷ ମାରୁଥିବାକୁ ନେଇ ଅଞ୍ଚଳ ବାସୀ ପ୍ରଶାସନ ଓ ସ୍ଥାନୀୟ ବନବିଭାଗକୁ ଦୋଷାରୋପ କରୁଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ରହିଛି ଭୋଟର୍ କାର୍ଡ: ସରକାରଙ୍କୁ ବିଜେଡିର ଟାର୍ଗେଟ୍
  • ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲା କ୍ରୀଡ଼ା ଓ ଯୁବସେବା ବିଭାଗ
  • ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀକୁ ପ୍ରଥମ ସ୍ଥାନ, ରାଜ୍ୟର ପ୍ରଥମ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ମାନ୍ୟତା
  • ରଣପୁର ଓସ୍ତପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
  • ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In