• About Us
  • Contact Us
Tuesday, April 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପୁଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

by Voice of Victims
October 10, 2024
in ମୁଖ୍ୟ ଖବର, ରାଜ୍ୟ
ପୁଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ଜଣେ କନଷ୍ଟେବଲଙ୍କୁ ହାଣି ତାଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଛି । କଟାପାଲି ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର କରାଯାଇଛି । ଏଥିରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  ସମ୍ବଲପୁର ବୁର୍ଲା ଥାନା ଝରାପାଲି ଗ୍ରାମରେ ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବାବେଳେ ପୁଲିସ ଉପରେ ଆକ୍ରମଣ ହୋଇଥିଲା । ଏହି ଅବସରରେ କନଷ୍ଟେବଳ ସରୋଜ ଭୋଇ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ।ଏକ ଧାରୁଆ ଅସ୍ତ୍ରରେ ହାଣି କମଲୁ ସମ୍ପୃକ୍ତ କନଷ୍ଟେବଲଙ୍କ ହାତ ପାପୁଲି ଛିଣ୍ଡାଇଦେଇଥିଲା । ଘଟଣା ପର ଠାରୁ କମଲୁ ଫେରାର ଥିବାବେଳେ ପୁଲିସ ଖୋଜୁଥିଲା । କଟାପାଲି ନିକଟ ଜଙ୍ଗଲରେ କମଲୁ ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ।ଜଙ୍ଗଲରେ କମଲୁକୁ ଧରିଥିଲେ। ପୁଲିସ ନିକଟରେ ସରେଣ୍ଡର ପାଇଁ କମଲୁକୁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିଥିଲା। ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପୁଲିସକୁ ଆକ୍ରମଣ କରିବା ପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ପୁଲିସ କମଲୁକୁ ଏନକାଉଣ୍ଟର କରିଥିଲା। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। କମଲୁ ଓ ଆହତ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି: ଭକ୍ତ ଦାସ
  • କଣ୍ଟା ଉପରେ ଗଡ଼ି ମନୋକାମନା ପୂରଣ ପାଇଁ ପ୍ରାର୍ଥନା, ବଜ୍ରକୋଟରେ ଭକ୍ତିର ଲହର, ମେରୁ ଉତ୍ସବରେ କଣ୍ଟା ଉପରେ ଗଡ଼ିଲେ ଭଗତା, ଦେଖିବାକୁ ଭକ୍ତମାନଙ୍କ ଭିଡ଼
  • ଗ୍ୟାଙ୍ଗଟକ୍ ଯୁବପିଢିଙ୍କ ସହିତ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ଫଟୋ କଲେ ପୋଷ୍ଟ
  • ଶୁଣିଲାନି ବ୍ୟାଙ୍କ, ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ଭାଇ
  • ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In