• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଷ୍ଟ୍ରପତି ଭବନ ନିକଟରେ ଥିବା ବିଲିଡିଂରେ ଅଗ୍ନିକାଣ୍ଡ, ୫ଟି ଦମକଳ ଗାଡ଼ି ଲିଭାଇଲା ନିଆଁ

by Voice of Victims
October 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ରାଷ୍ଟ୍ରପତି ଭବନ ନିକଟରେ ଥିବା ବିଲିଡିଂରେ ଅଗ୍ନିକାଣ୍ଡ, ୫ଟି ଦମକଳ ଗାଡ଼ି ଲିଭାଇଲା ନିଆଁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନ ନିକଟରେ ଅଗ୍ନିକାଣ୍ଡ । ରାଷ୍ଟ୍ରପତି ଭବନ ଗେଟ ନଂ ୩୧ ପାଖରେ ଥିବା ଏକ ବିଲିଡିଂରେ ନିଁ ଲାଗିଥିବା ଖବର ମିଳିଛି । ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ହଇଚଇ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ନିୟୋଜିତ ରହିଛି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଏହା ବିଷୟରେ ସୂଚନା ଦେଇଛନ୍ତି ।

ଅଧିକାରୀ କହିବା ଅନୁଯାୟୀ, ଦୁଇ ମହଲା ବିଶିଷ୍ଟ ବିଲିଡିଂର ଭୂତଳରେ ଘରୋଇ ଜିନିଷରେ ନିଆଁ ଲାଗିଯାଇଥିଲା । ଅପରାହ୍ନ ୧.୫୧ରେ ଏହି ଘଟଣା ଘଟିଛି । ନିଆଁ ଲାଗିବାର ୨୦ ମିନିଟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣା ସ୍ଥଳକୁ ୫ଟି ଦମକଳ ଗାଡ଼ି ପଠାଯାଇଥିଲା ।

Post Views: 45
Share197Tweet123Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In