ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
ପୁରୀ (ଭିଓଭି): ୱାର୍ଲଡ କଲଚର ଓ ଏନଭିରନମେଣ୍ଟ ପ୍ରୋଟେକ୍ସନ କମିଶନ ତରଫରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ଭାଷା, ସଂସ୍କୁତି, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରିଷ୍ଠ କବୟିତ୍ରୀ, ସୁବକ୍ତା ତଥା ପୁରୀ...
Read more










