• About Us
  • Contact Us
Saturday, July 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜୟନାରାୟଣଙ୍କ ବିସ୍ଫୋରକ ବୟାନ ; କହିଲେ, ବିଜେପି ଚାହିଁଲେ ବିଜେଡି ଭାଙ୍ଗିବ

by Voice of Victims
April 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଶାହାଙ୍କ ଗସ୍ତ ପୂର୍ବରୁ ତାତିଲେ ଜୟନାରାୟଣ, କହିଲେ- ଆମକୁ କିଏ ପଚାରେ?

ଭୁବନେଶ୍ୱର: ଖୋଦ୍ ବିଜେଡି ଦଳର ନେତାମାନେ ବିଜେଡିର ତଥାକଥିତ ନମ୍ବର ଦୁଇ ମୁଖିଆଙ୍କ ବିରୋଧରେ ସ୍ବର ଉଠାଇବା ପରେ ଏବେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ଦେଇଛନ୍ତି ବିସ୍ଫୋରକ  ବୟାନ ।  କହିଛନ୍ତି , ବିଜେଡିର ଭିତିରି ମୁଖିଆ ବୋଲାଉଥିବା ବ୍ୟକ୍ତିଙ୍କ ବିରୋଧରେ ଯେତେ  ସ୍ବର ଉଠିବ ସେ ସେତେ ପଦାରେ ପଡିବେ । ଓଡିଶାର ଖଣି, ପାଣି, ସବୁ କିଛି ଲୁଟିନେଲେ । ସେ ବ୍ୟକ୍ତିଙ୍କୁ ଛଡାଯିବା ଉଚିତ ନୁହେଁ । ଏସବୁ ଜାଣି ମଧ୍ୟ ନବୀନ ବାବୁ ଚୁପ୍ । ତାଙ୍କରି ଲାଗି ଏତେ ସରି ବୁଡିଲା ପରେ ବି ତାଙ୍କ ବୁଦ୍ଧି ଉଦୟ ହେଉନି । ତାଙ୍କ ଭିତରେ କି ପ୍ରୀତି ମଧୁର ସମ୍ପର୍କ ଅଛି କିଏ କହିବ ? ତାଙ୍କ ଭିତରେ ସୂର୍ଯ୍ୟ , କଇଁର ସମ୍ପର୍କ । 

ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଏତେ ନେତା ଅସନ୍ତୁଷ୍ଟ ଅଛନ୍ତି ତାହା କହିହେଉନି । ବିଜେପି ଖାଲି ଯାହା ବିଜେଡିକୁ ପାଣି ପବନ ଦେଇ ବଞ୍ଚାଇ ରଖିଛି । ଯେଉଁଦିନ ବିଜେପି ହ୍ବିସିଲ୍‌ ଫୁଙ୍କିବ ସେଦିନ ବିଜେଡି ଗୋଲ୍ ହୋଇଯିବ । ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି । ବିଜେଡି ଲୋପ ପାଇବାକୁ ବେଶି ଦିନ ଲାଗିବନି । ବିଜେଡିର ସ୍ଥିତି ବିଜେପିର ଇଚ୍ଛାଧୀନ ବ୍ୟାପାର । ବିଜେଡି କେତେଦିନ ବଞ୍ଚି ରହିବ  ତାହା ବିଜେପି ଉପରେ ନିର୍ଭର କରୁଛି । ଯେଉଁ ଦିନ ବିଜେପିର ନେତୃତ୍ବ ଚାହିଁବେ , ହ୍ବିସିଲ୍ ଫୁଙ୍କିବେ ଆଉ ସେ ଦିନ ହିଁଽ ବିଜେଡି ଭାଙ୍ଗିଯିବ । 

Post Views: 74
Share198Tweet124Send
Voice of Victims

Voice of Victims

Recent Posts

  • ବହୁ ବର୍ଷ ପରେ ବନ୍ଦ୍ କୋଠରୀରୁ ଉଦ୍ଧାର ହେଲା ଦୁଇ ଜୀଵନ
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି
  • ଆସୁଛି ଆଉ ଏକ ଲଘୁଚାପ ; ପୁଣି ବର୍ଷିବ
  • ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା
  • ଚେକ୍ ବାଉନ୍ସ ମାମଲା: ପୁଣି ଜେଲକୁ ଯିବେ ରାଜପାଲ ଯାଦବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In