• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ, ବିଜେଡି କର୍ମୀଙ୍କୁ ଶ୍ରମ ଓ ବିଜେପିକୁ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

by Voice of Victims
November 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ, ବିଜେଡି କର୍ମୀଙ୍କୁ ଶ୍ରମ ଓ ବିଜେପିକୁ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର:  ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ । BJDର ନେତା, କର୍ମୀ ଓ ସମର୍ଥକ, ଯେଉଁମାନେ ନୂଆପଡ଼ା ଉପ-ନିର୍ବାଚନରେ ଏକାଠି ଠିଆ ହୋଇଥିଲେ, ଅକ୍ଳାନ୍ତ ପରିଶ୍ରମ କରିଥିଲେ । ବିଜେଡି ପାଇଁ ସର୍ବସ୍ୱ ଦେଇଥିଲେ, ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆପଣଙ୍କର ପ୍ରତିବଦ୍ଧତା ଓ ମନୋଭାବ ହିଁ ଆମ ଦଳର ପ୍ରକୃତ ଶକ୍ତି ବୋଲି କହିଛନ୍ତି ନବୀନ । ଏଥିସହ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନୂଆପଡ଼ାରେ ବିକାଶ ଆଣି ଜନାଦେଶକୁ ସମ୍ମାନ ଦେବେ ବୋଲି ଆଶା କରିଛନ୍ତି । ​ନିର୍ବାଚନ ଆସେ ଏବଂ ଯାଏ। କିନ୍ତୁ ଆମର ମୂଲ୍ୟବୋଧ ଏବଂ ଲୋକଙ୍କ ଆସ୍ଥା ପ୍ରତି ଆମର ସମ୍ମାନ ସବୁବେଳେ ରହିବା ଦରକାର। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନର ଗଣତାନ୍ତ୍ରିକ ଅଧିକାରକୁ ବଜାୟ ରଖିବା ଆମର ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ।

​ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି, ତଥାପି ଲୋକଙ୍କ ପାଇଁ ଲଢ଼ିବାର ଆମର ସଂକଳ୍ପ ଅତୁଟ ରହିଛି ଓ ରହିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ବିଜେଡି ବିଜୁ ବାବୁଙ୍କ ପରି ଲଢୁଆ ନେତାଙ୍କ ଦ୍ୱାରା ଅନୁପ୍ରାଣିତ। ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ଆମର ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି। ଉପ-ନିର୍ବାଚନରେ ବିଜେଡିକୁ ଭୋଟ ଦେଇଥିବା ନୂଆପଡ଼ାବାସୀ ଏବଂ ଅତ୍ୟଧିକ ପରିଶ୍ରମ କରିଥିବା ଦଳୀୟ କର୍ମୀଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି, ତଥାପି ଲୋକଙ୍କ ପାଇଁ ଲଢ଼ିବାର ଆମର ସଂକଳ୍ପ ଅତୁଟ ରହିଛି। ଏହା ସେହିପରି ରହିବ ବୋଲି କହିଛନ୍ତି ନବୀନ।

Post Views: 84
Share198Tweet124Send
Voice of Victims

Voice of Victims

Recent Posts

  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା
  • ପୂରା ଓଡ଼ିଶାକୁ ବଡ଼ ଆଲର୍ଟ, ଆଜି ଅବପାତ, ପ୍ରବଳ ବର୍ଷିବ
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In