• About Us
  • Contact Us
Wednesday, April 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ଯୋଗପୀଠ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ

by Voice of Victims
April 15, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ସମସ୍ୟା
ପତଞ୍ଜଳି ଯୋଗପୀଠ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ

କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତିପୀଠ ଠାରେ ଓଡ଼ିଆ ନବବର୍ଷ ତଥା ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ରାଜ୍ୟ ପ୍ରଭାରୀ ସ୍ବୟଂ ପ୍ରକାଶ ମହାପାତ୍ର ଓ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ଜେନା, ଶିଶିର ଜେନା, କିଶୋର ସାଗର, ବିଚିତ୍ର ସାହୁ, ସବିତା ପରିଡ଼ା, ସୁରଭି ରାଉତ, ସ୍ବରୂପ ସାହୁ, ଆଶିଷ ହାଲଦାର, ଭରତ ଶର୍ମା, ପ୍ରମୋଦ ଦାଶ, ପ୍ରିୟବ୍ରତ ରାଉତରାୟ, ତ୍ରିନାଥ ଦାସ, ଚନ୍ଦେଶ୍ଵର ବେହେରା, ଗଜେନ୍ଦ୍ର ସ୍ବାଇଁ, ଅମୂଲ୍ୟ ମହାନ୍ତି, ପ୍ରକାଶ ଦାସ, କୁରେଶ ପାତ୍ର, ସାଗର ନାୟକ, ରାମଚନ୍ଦ୍ର ସାହୁ, ବିଶ୍ଵଜିତ ପଶାୟତ, ଶରତ ପଣ୍ଡା, ନିତାଇ ବଳ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରମୋଦ ସାହୁ, ସ୍ମୃତିରଞ୍ଜନ ମୁଦୁଲି, ଖଗେଶ୍ବର ସାହୁ, ଜୟନ୍ତୀବାଳା ମହାନ୍ତି, ବନଶ୍ରୀ ମହାନ୍ତି, ଶୋଭା ଦାଶ, ଇତିଶ୍ରୀ ପାଣିଗ୍ରାହୀ, ଭାରତୀ ନାୟକ, ଦେବଲକ୍ଷ୍ମୀ ପଟ୍ଟନାୟକ, ସରୋଜିନୀ ଜେନା, କବିତା ରାଉଳ, ଗୀତାଞ୍ଜଳି ଶତପଥୀ, ନିରୂପମା ମହାନ୍ତି ଓ ସନ୍ତୋଷ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସତ୍ୟ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୧ କୁଣ୍ଡୀୟ ଯଜ୍ଞ ହେବା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
  • ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି
  • ବଢିବ ଲୋକସଭା ଆସନ ସଂଖ୍ୟା, ୫୪୩ ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦
  • ଦିନରେ ଗରମ, ସନ୍ଧ୍ୟାରେ ବର୍ଷା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏଭଳି ପାଗ
  • ସିପିଆଇ(ଏମ) ତରଫରୁ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତି ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In