• About Us
  • Contact Us
Saturday, July 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

by Voice of Victims
July 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

କଟକ: ବନ ମହୋତ୍ସଵ ସପ୍ତାହ ପାଳନ ଅବସରରେ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ଚୌଦ୍ୱାର ସ୍ଥିତ ସ୍ୱପ୍ନା ମହଲ ଟ୍ରଷ୍ଟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।

ସୁବାସ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଫଳ କାର୍ଯ୍ୟକ୍ରମରେ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ଲେଙ୍କା, ସମ୍ପାଦକ ସାଦ ହାସମୀ, ବିଶ୍ୱଜିତ ସେନାପତି, ଶୁଭ୍ରା ମହାନ୍ତି, ନିବେଦିତା ସାହୁ, ଅନଙ୍ଗ ନାୟକ, ସ୍ୱସ୍ମିତ ସାମଲ, ଶ୍ରୀକାନ୍ତ ପଣ୍ଡା, ଜାଭେଦ ଇକବାଲ, ମହମଦ ଜା୍ୱିଦ ପ୍ରମୁଖ ସଦସ୍ୟମାନେ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦନ କରାଯାଇଥିଲା।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ
  • ପୁଣି ମହାରାଷ୍ଟ୍ରରେ ଭୂକମ୍ପ ଝଟକା, ତୀବ୍ରତା ୩.୫
  • ଲାଲକିଲ୍ଲାକୁ ବୋମା ଧମକ, ଦିଲ୍ଲୀରେ ଉତ୍ତେଜନା
  • ପାଠ୍ୟ ପୁସ୍ତକ ତ୍ରୁଟି; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
  • ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା, ୫ ଦିନ ଯାଏ ୱାର୍ଣ୍ଣିଂ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In