• About Us
  • Contact Us
Thursday, October 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ବିତିଲାଣି ୬ଦିନ, ବଢ଼ୁଛି ସସ୍ ପେନ୍ସ

by Voice of Victims
October 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ବିତିଲାଣି ୬ଦିନ, ବଢ଼ୁଛି ସସ୍ ପେନ୍ସ

ରାଜନଗର: ରାଜନଗରର ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ୬ଦିନ ବିତିଲାଣି । ମିଳୁନି ମୃତଦେହ, ବଢ଼ୁଛି ସସ୍ ପେନ୍ସ। ରାଜନଗର ଥାନାରେ ଅଟକ ୮ ଜଣଙ୍କୁ ଛାଡ଼ିଲା ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରାଜୁପୁର ଗାଁର ଶୁଭଶ୍ରୀ ଦାସଙ୍କ ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନାହିଁ । ଶୁଭଶ୍ରୀଙ୍କ ମୃତଦେହରେ ପଥର ବାନ୍ଧି ହଂସୁଆ ନଈକୁ ଫିଙ୍ଗିଦିଆଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରୁଛନ୍ତି।

ସେପଟେ ପୋଲିସ ଛାଡିବା ପରେ ଗଣମାଧ୍ୟମକୁ ଶୁଭଶ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି, ମୋ ଝିଅ ନିଖୋଜ ଅଛି । ଆମେ ତାର ମୃତଦେହକୁ ଏ ପର୍ଯ୍ୟନ୍ତ ପାଇନୁ । ହଂସୁଆ ନଦୀରେ ୩ ଦିନ ଧରି ଅଗ୍ନିଶମ ବାହିନୀର ଖୋଜାଖୋଜି ଚାଲିଛି । ହେଲେ ଏଯାଏ ମୃତଦେହର କୌଣସି ସନ୍ଧାନ ମିଳିପାରିନାହିଁ । ସେପଟେ ସୋସିଆଲ ମିଡିଆରୁ ମିଳିଥିବା ଏକ ମୃତଦେହର ଫଟୋକୁ ନେଇ ଚର୍ଚ୍ଚା ଚାଲିଛି । ଶୁଭଶ୍ରୀ ଏବେ ମୃତ ନା ଜୀବିତ ? ନିଖୋଜର କାରଣ କଣ । ଯଦି ତାଙ୍କୁ ହତ୍ୟା କରାଯାଇଛି କାରଣ କଣ ହୋଇପାରେ । ସମୁଦାୟ ଘଟଣା ଅଡୁଆସୂତାରେ ଛନ୍ଦି ହୋଇ ରହିଛି ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ପୁରୀ ଜୁଡୋ ଦଳର ସମ୍ବଲପୁର ଗ୍ରସ୍ତ
  • ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
  • ଆଜିଠାରୁ ୭ଟି ନିୟମରେ ବଡ଼ ପରିବର୍ତ୍ତନ, LPG, UPI, FD, SBI ATM ଠାରୁ ଆରମ୍ଭ କରି ଟିକସ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ
  • ଭାରତୀୟ ପାଇଲଟ ସ୍ମିତଙ୍କୁ ପ୍ରଶଂସା, ଡୋନାଲ୍ଡ ଟ୍ରମ୍ପ ରଖିଲେ ନିଜ ପ୍ରତିକ୍ରିୟା
  • ଶୁଭଶ୍ରୀଙ୍କ ରହସ୍ୟମୟ ନିଖୋଜକୁ ବିତିଲାଣି ୬ଦିନ, ବଢ଼ୁଛି ସସ୍ ପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In