• About Us
  • Contact Us
Thursday, July 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ବୟାନ, କହିଲେ ୪ଟା ପୂର୍ବରୁ ହେବ ରଥ ଟଣା

by Voice of Victims
July 23, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ବୟାନ, କହିଲେ ୪ଟା ପୂର୍ବରୁ ହେବ ରଥ ଟଣା

ପୁରୀ : ୪ଟା ପୂର୍ବରୁ ହେବ ରଥ ଟଣା । ଆଡ଼ପ ମଣ୍ଡପରେ ଆଜି ଶେଷ ଦର୍ଶନ ଦେବେ ମହାପ୍ରଭୁ । ସଂଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲାଗିଛି ପ୍ରବଳ ଭକ୍ତଙ୍କ ସମାଗମ । ସଂଧ୍ୟା ୬ଟା ଯାଏଁ ଚାଲିବ ସଂଧ୍ୟା ଦର୍ଶନ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଡ଼ପ ମଣ୍ଡପରେ ଆଜି ମହାବାହୁ ଶେଷ ଦର୍ଶନ ଦେବେ। ସନ୍ଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲାଗିଛି ପ୍ରବଳ ଭକ୍ତଙ୍କ ସମାଗମ। ସନ୍ଧ୍ୟା ୬ଟା ଯାଏଁ ଚାଲିବ ସନ୍ଧ୍ୟା ଦର୍ଶନ। ଦର୍ଶନ ବନ୍ଦ ପରେ ଗୁଣ୍ଡିଚା ମନ୍ଦିରକୁ ଶୋଧ କରାଯିବ। ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଚୂଡାନ୍ତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ନୀତି ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ନୀତିକାନ୍ତି ଠିକ୍ ଭାବେ ଚାଲିଲେ ୪ଟା ପୂର୍ବରୁ ରଥଟଣା ଯିବ। ଅନୁକୂଳ ପାଗ ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ବାହୁଡ଼ା ଯାତ୍ରା ପାଇଁ ସମସ୍ତ ସେବାୟତ ନିଯୋଗ ସହିତ ଉତ୍ତମ ସମନ୍ବୟ ରଖାଯାଇଛି। ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।

Post Views: 64
Share198Tweet124Send
Voice of Victims

Voice of Victims

Recent Posts

  • ବଢ଼ୁଛି ହୀରାକୁଦର ଜଳସ୍ତର, ଖୋଲିଲା ଜଳଭଣ୍ଡାରର ଆଉ ୪ ଗେଟ୍
  • ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ବୟାନ, କହିଲେ ୪ଟା ପୂର୍ବରୁ ହେବ ରଥ ଟଣା
  • “ପେପର ଲିକ୍ ର ଦୋଷୀଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ”: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ CJPର ପ୍ରଥମ ପ୍ରତିକ୍ରିୟା
  • NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In