• About Us
  • Contact Us
Thursday, July 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଢ଼ୁଛି ହୀରାକୁଦର ଜଳସ୍ତର, ଖୋଲିଲା ଜଳଭଣ୍ଡାରର ଆଉ ୪ ଗେଟ୍

by Voice of Victims
July 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ବଢ଼ୁଛି ଜଳସ୍ତର । ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏବେ ମୋଟ୍ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪. ୨୩ ଫୁଟ । ବାମ ପାର୍ଶ୍ବରେ ୧୧ଟି ଏବଂ ଡାହାଣ ପାର୍ଶ୍ବରେ ୫ ଗେଟ୍ ଖୋଲିଛି । ବର୍ତ୍ତମାନ ଜଳଭଣ୍ଡାରକୁ ୩ ଲକ୍ଷ ୧୪ ହଜାର ୨୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ ଲକ୍ଷ ୯ ହଜାର ୯୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସକାଳେ ମୋଟ୍ ୧୦ଟି ଗେଟ୍ ଦେଇ ଜାରି ରହିଥିଲା ବନ୍ୟା ଜଳ ନିଷ୍କାସନ । ଜଳଭଣ୍ଡାରର ଜଳସ୍ଥର ରହି ୬୧୩.୩୯ ଫୁଟ ରହିଥିଲା । ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦର ୧୦ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ବାମ ପାର୍ଶ୍ବରେ ୭ଟି ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଖୋଲାଯାଇଥିଲା । ବୁଧବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୩.୩୯ ଫୁଟ୍କୁ ବୃଦ୍ଧି ପାଇଥିଲା । ଜଳଭଣ୍ଡାରକୁ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।

ପରେ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଥିଲା । ଫଳରେ ମୋଟ୍ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪. ୨୩ ଫୁଟ । ବାମ ପାର୍ଶ୍ବରେ ୧୧ଟି ଏବଂ ଡାହାଣ ପାର୍ଶ୍ବରେ ୫ ଗେଟ୍ ଖୋଲିଥିଲା । ଜଳଭଣ୍ଡାରକୁ ୩ ଲକ୍ଷ ୧୪ ହଜାର ୨୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ ଲକ୍ଷ ୯ ହଜାର ୯୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

Post Views: 12
Share198Tweet124Send
Voice of Victims

Voice of Victims

Recent Posts

  • ବଢ଼ୁଛି ହୀରାକୁଦର ଜଳସ୍ତର, ଖୋଲିଲା ଜଳଭଣ୍ଡାରର ଆଉ ୪ ଗେଟ୍
  • ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ବୟାନ, କହିଲେ ୪ଟା ପୂର୍ବରୁ ହେବ ରଥ ଟଣା
  • “ପେପର ଲିକ୍ ର ଦୋଷୀଙ୍କ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ”: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ CJPର ପ୍ରଥମ ପ୍ରତିକ୍ରିୟା
  • NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In