• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଂଗ୍ରେସ ପୋଷ୍ଟରରେ କାଶ୍ମୀର ମାନଚିତ୍ରର ଅଧା, ବିଜେପି କହିଲା ଏହା ହେଉଛି ନୂଆ ମୁସଲିମ୍ ଲିଗ୍

by Voice of Victims
December 26, 2024
in ଦେଶ ବିଦେଶ, ମୁଖ୍ୟ ଖବର
କଂଗ୍ରେସ ପୋଷ୍ଟରରେ କାଶ୍ମୀର ମାନଚିତ୍ରର ଅଧା, ବିଜେପି କହିଲା ଏହା ହେଉଛି ନୂଆ ମୁସଲିମ୍ ଲିଗ୍

ନୂଆଦିଲ୍ଲୀ: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଗରମ ହୋଇଛି। ପୋଷ୍ଟରରେ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ କହିଛନ୍ତି ଯେ, କଂଗ୍ରେସର ପୋଷ୍ଟରରେ ଭାରତର ମାନଚିତ୍ରକୁ ଅଧା ଦର୍ଶାଯାଇଛି। ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ମଧ୍ୟ ଲାଗିଛି, ଯେଉଁଥିରେ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି। ଅମିତ କହିଛନ୍ତି ଯେ, “କଂଗ୍ରେସ କାର୍ଯ୍ୟକ୍ରମରେ ଏହା ଭୁଲ ହୋଇପାରିବ ନାହିଁ। ଏହା ଏକ ବିବୃତ୍ତି। ଏହା ସେମାନଙ୍କର ତୃଷ୍ଟିକରଣ ରାଜନୀତିର ଏକ ଅଂଶ, ଯାହା ବିଶ୍ୱାସ କରେ ଯେ ଭାରତୀୟ ମୁସଲମାନମାନେ ଭାରତ ଅପେକ୍ଷା ପାକିସ୍ତାନ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି।” ଅମିତ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ହେଉଛି ଦ୍ୱିତୀୟ ମୁସଲିମ ଲିଗ୍ ଏବଂ ପୁଣିଥରେ ଭାରତ ଭାଙ୍ଗିବାକୁ ଚାହୁଁଛି।

Post Views: 77
Tags: Half of Kashmir map on Congress poster
Share202Tweet127Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In