• About Us
  • Contact Us
Tuesday, November 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାଧାରଣତନ୍ତ୍ର ଦିବସ ପାଳିତ

by Voice of Victims
January 27, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସାଧାରଣତନ୍ତ୍ର ଦିବସ ପାଳିତ

ସତ୍ୟବାଦୀ (ଭିଓଭି): ୭୬ତମ ସାଧାରଣତନ୍ତ୍ର ଦିବସ ସାରାଦେଶରେ ମହାସମାରୋହରେ ପାଳିତ ହୋଇଅଛି। ଏହି ଅବସରରେ ସାକ୍ଷୀଗୋପାଳ ପତଞ୍ଜଳୀ ଯୋଗ ସମିତିର ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ସାନକାଞ୍ଜିଆ ନିକଟସ୍ଥ ରୁଦ୍ରାଣୀ ଏଜେନ୍ସି ପରିସରରେ ପାଳିତ ହୋଇଯାଇଅଛି। ବିଶିଷ୍ଟ ଯୋଗଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମିଶ୍ର, ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୋଗ ସମିତିର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ଘଟୁଆରୀ, ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ତଥା ଯୋଗ ପରିବାରର ସଦସ୍ୟମାନେ ଯୋଗଦେଇ ସମ୍ବିଧାନ ଦିବସର ମହତ୍ଵ ଓ ଆଜିର ସମୟରେ ଏହାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ।

ସେହିପରି ଲୋକକଳା ଗ୍ରାମ ସାରଙ୍ଗ ଯୋଡ଼ି ର ପ୍ରମୁଖ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦର ଆଖଡ଼ା ପ୍ରାଙ୍ଗଣରେ ୭୬ତମ ସାଧାରଣତନ୍ତ୍ର ଦିବସ, ଅନୁଷ୍ଠାନର ସଦସ୍ୟ କଳାକାରମାନଙ୍କ ଉପସ୍ଥିତି ରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସଂପାଦକ ବିଶିଷ୍ଟ ମୃଦଙ୍ଗ ବାଦ୍ୟ ଗୁରୁ ଶ୍ରୀ ରମେଶ ଚନ୍ଦ୍ର ପଲେଇ ପତକା ଉତ୍ତୋଳନ କରିଥିଲେ, ଏଥିସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା।

Post Views: 231
Share205Tweet128Send
Voice of Victims

Voice of Victims

Recent Posts

  • ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ, ପ୍ରତିଭା ପ୍ରଦର୍ଶନର ଅନନ୍ୟ ମଞ୍ଚରେ ଝଲସିଲା ନୟାଗଡ଼ର ଶିଶୁ ପ୍ରତିଭା; ରାଜ୍ୟସ୍ତରକୁ ଯିବେ କୃତୀ ପ୍ରତିଯୋଗୀ
  • ବାଲେଶ୍ଵର ମାଟିରୁ ନୂତନ ଭତ୍ତା ବଣ୍ଟନ, ସୁଯୋଗ ପାଇଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ
  • ଜୈବ ପ୍ରଯୁକ୍ତିବିଦ୍ୟା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀର ବିବରଣିକା ଉନ୍ମୋଚିତ
  • ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ଦେଶରୁ ହଟାଯାଉ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ !
  • ୪୮ ଘଣ୍ଟା ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ: ସୁପ୍ରିମକୋର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In