• About Us
  • Contact Us
Saturday, August 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ

by Voice of Victims
February 18, 2025
in ମୁଖ୍ୟ ଖବର
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ

ଭୁବନେଶ୍ବର: ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସିବିଆଇ ଚଢାଉ କରିଛି। ଆଠଜଣିଆ ଟିମ ଆଜି ତାଙ୍କ ବାସଭବନରେ ପ୍ରବେଶ କରିିଥିଲେ। ସେମାନେ ସିବିଆଇରୁ ଆସିଛନ୍ତି ଚଢାଉ କରାଯିବ ବୋଲି କହିଥିଲେ। ହେଲେ ବିଷ୍ଣୁପଦ ସେଠୀଙ୍କ ଘରେ ଥିବା ତାଙ୍କ ପତ୍ନୀ କଣ ପାଇଁ ଚଢାଉ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ବିଷ୍ଣୁ ସେଠୀ ମଧ୍ୟ ସିବିଆଇ ଅଧିକାରୀଙ୍କୁ କେଉଁ କାରଣ ପାଇଁ ଚଢାଉ କରୁଛ ତାହାର କାଗଜ ମାଗିଥିଲେ। ଏପରିକି କୌଣସି ମହିଳା ଅଧିକାରୀଙ୍କୁ ନ ଆଣି କିପରି ଘରେ ପଶିଲ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସିବିଆଇ ଅଧିକାରୀ ଉତକ୍ଷିପ୍ତ ହୋଇପଡିଥିଲେ।ଏପରିକି ବିଷ୍ଣୁପଦ ମିଡିଆରେ କିଛି କହିବାକୁ ଯିବା ବେଳେ ସିବିଆଇ ଅଧିକାରୀ ତାହାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଷ୍ଣୁପଦ ରୋଡ ଆଣ୍ଡ ବ୍ରିଜ ରେ ଲାଞ୍ଚ କାରବାର ନେଇ ସଂପୃକ୍ତ ଥିବାର ଅଭିଯୋଗ ରହିଛି।

Post Views: 91
Share200Tweet125Send
Voice of Victims

Voice of Victims

Recent Posts

  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ
  • ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି, ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ
  • ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର, ଚାଲିଗଲେ ସ୍ଵରର ଯାଦୁଗର ପ୍ରଣବ ପଟ୍ଟନାୟକ
  • ସପ୍ତାହେ ପ୍ରବଳ ବର୍ଷିବ, ୨୭ ତାରିଖ ଯାଏ ଭିଜିବ ରାଜ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In