ରଣପୁର 2/8 : ରଣପୁର ନିକଟସ୍ଥ ଲେଖାପଡା କମଲେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଘାଟ ନିର୍ମାଣ ସେବାସଙ୍ଘ ତଫରୁ ଏକ ଏକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଛ ସାରେ କୈଳାଶ ଚନ୍ଦ୍ର ରଥ ଙ୍କ ଆବାହକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ସଭାପତି ଭାବେ ବିଜୟ କୁମାର ମହାପାତ୍ର, ଗୋପାଳ ରଥ, ପ୍ରମୋଦ କୁମାର ଲେଙ୍କା, ପ୍ରସନ କୁମାର ପାଇକରା, ଶରତ ପ୍ରଧାନ, ହରିହର ସେଠି ଆଦି ଅଥିତି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଓ ପରିବେଶ ଉପରେ ଆଲୋଚନା କରିଥିଲେ l
ପରିବେଶ ବିତ ଭାଗୀ ରଥି ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇ ଥିଲେ l ପ୍ରତେକ ବେକ୍ତି ନିଜ ବାଡ଼ି ବଗି ଚା ରେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇ ଥିଲେ l ଏହି ଅବସରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା l ଏକ କୁଇଜି ପ୍ରତିଯୋଗିତା କରି ତୁଳସୀ ନାୟକ, ଶୁଭ ଲଷ୍ମୀ ସାହୁ, ଜୋତ୍ରୀମାଇ ଜେନା, ଶୁଭଲଷ୍ମୀ ବରାଡ଼, ପୁରସ୍କାର ପ୍ରଦାନ କରାଯାଇଥିଲା l ବିଦ୍ୟଳୟ ପ୍ରଧାନଶିକ୍ଷକ ଚୌଧୁରୀ ପରିଚାଳନା କରିଥିଲେ l
