ରଣପୁର : ଓଡିଶା ସରକାରଙ୍କ ପ୍ରମୁଖ ଅର୍ଥ ବିଭାଗ ସଚିବଙ୍କ ସଂଜୀବ କୁମାର ମିଶ୍ର ଙ୍କ ଶୁକ୍ରବାର ନୟାଗଡ ଜିଲ୍ଲା ଗସ୍ତ ରହିଥିଲା l ନୟାଗଡ ଗସ୍ତ ସାରି ରେ ରଣପୁର ଡାକ୍ତର ଖାନା ପରିସରରେ ଥିବା ଆଧାର କେନ୍ଦ୍ର ପରିଦର୍ଶନ ରେ ଆସି ନମୁନା ପରଖିବା ପାଇଁ ନିଜେ ଖାଦ୍ୟର ସ୍ୱାଦ ବାରିଥିବା ଜଣାଯାଇଛି l ତାଙ୍କ ସହ ନୟାଗଡ ଜିଲ୍ଲାପାଳ ରଣପୁର ତହସିଲଦାର,ଏନଏସି ଅଧକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ l
