• About Us
  • Contact Us
Sunday, March 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଭାବକ-ଶିକ୍ଷକ ସମ୍ମିଳନୀ ଓ “ଆସ ସ୍କୁଲ ଯିବା” ପଦଯାତ୍ରା

by Voice of Victims
August 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଭାବକ-ଶିକ୍ଷକ ସମ୍ମିଳନୀ ଓ “ଆସ ସ୍କୁଲ ଯିବା” ପଦଯାତ୍ରା

ରଣପୁର, ୧୮/୦୮ – ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱତନ୍ତ୍ର ଅଭିଭାବକ-ଶିକ୍ଷକ ସମ୍ମିଳନୀ ସହିତ “ଆସ ସ୍କୁଲ ଯିବା” ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଅଭିଭାବକମାନେ, ଶିକ୍ଷକମାନେ ଓ ସ୍ଥାନୀୟଗଣ ସକ୍ରିୟ ଭାଗ ନେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷାରେ ଅଭିଭାବକମାନଙ୍କ ଭୂମିକା, ଶିଶୁମାନଙ୍କ ଶୈକ୍ଷିକ ପ୍ରଗତି, ଶିକ୍ଷାଳୟର ଶୃଙ୍ଖଳା ଓ “ସମସ୍ତେ ସ୍କୁଲକୁ ଆସିବା” ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ପରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଗାଁଲୋକେ ଉତ୍ସାହଭରିତ ଭାବେ ଭାଗ ନେଇଥିଲେ ।

ଗାଁରେ ସ୍କୁଲ ଯିବାର ଗୁରୁତ୍ୱ ବାର୍ତ୍ତାକୁ ପ୍ରସାର କରି ସର୍ବଶିକ୍ଷାର ପ୍ରତିଶ୍ରୁତିକୁ ଆହୁରି ଦୃଢ଼ କରାଗଲା, ଯେପରିକି କୌଣସି ଛାତ୍ରଛାତ୍ରୀ ଅଧାରୁ ପାଠ ନ ଛାଡିବେ ସେଥିପ୍ରତି ଦୃଷ୍ଟି ଦେବା ପାଈଁ ସ୍ଥିର କରାଗଲା। ଏହି ଆୟୋଜନ ମାଧ୍ୟମରେ “ପ୍ରତ୍ୟେକ ଶିଶୁ ସ୍କୁଲକୁ ଆସନ୍ତୁ” ବାର୍ତ୍ତାକୁ ଲୋକମାନଙ୍କ ମନରେ ସ୍ଥାନ କରାଗଲା।

Post Views: 212
Share202Tweet126Send
Voice of Victims

Voice of Victims

Recent Posts

  • ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା
  • ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍‌, ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ଖାତାକୁ ଆସିବ ୫ ହଜାର ଟଙ୍କା
  • ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା
  • ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା
  • ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In