• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୋକସଭା

by Voice of Victims
August 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୋକସଭା

କଟକ : ସେକେଣ୍ଡାରି ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର ୧୯୯୩ ବ୍ୟାଚ୍ ଛାତ୍ରୀ. ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ତଥା ଭୁବନେଶ୍ବର ୟୁନିଟ-୨ ହାଇସ୍କୁଲ୍ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଜୁଲି ମଙ୍ଗରାଜ(୪୭)ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସଂସଦ ସଭାଗୃହରେ ଆୟୋଜିତ ହୋଇଛି।

ପୁରାତନ ଛାତ୍ର ସଂସଦ ସଭାପତି ନିଶିକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକସଭାରେ ଉପସଭାପତି କବି ଡାକ୍ତର ଅମୀୟ ରଞ୍ଜନ ମହାପାତ୍ର, ଯୁଗ୍ମ ସଂପାଦକ ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ, ରଶ୍ମିରଞ୍ଜନ ସ୍ବାଇଁ, ପୁଣ୍ୟଶ୍ଳୋକ ଦାସ, ରାନୁ ଦାସ, ମନୋଜ କୁମାର ସାହୁ, ୧୯୯୩ ବ୍ୟାଚ୍ ଛାତ୍ରଛାତ୍ରୀ ରଞ୍ଜିତ ରାଉତ, ଦୀପଙ୍କର ମହାନ୍ତି, ଅଶୋକ ବେହେରା, କ୍ଷୀରୋଦ ମିଶ୍ର, ସୁଧୀର ପରିଡ଼ା, ବାଣୀପ୍ରସାଦ ମିଶ୍ର, ଦେବୀ ପ୍ରସାଦ ଶର୍ମା, ହରପ୍ରସନ୍ନ ନାୟକ, ସନ୍ଦିପନୀ ପଟ୍ଟନାୟକ, ବୁଦ୍ଧ ବିନୟ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୋର୍ଡର ପୂର୍ବତନ ପ୍ରଧାନଶିକ୍ଷକ ଦୈତ୍ୟାରୀ ସାହୁ, ପ୍ରାକ୍ତନ ଶିକ୍ଷକ କାଳୀପ୍ରସନ୍ନ ଶତପଥୀ, ନାରାୟଣ ସାହୁ, ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ବିଷ୍ଣୁପ୍ରିୟ ଦେବୀ ପ୍ରମୁଖ ଆଭାସୀ ମାଧ୍ୟମରେ ସ୍ବର୍ଗତ ଜୁଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |

Post Views: 221
Share219Tweet137Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In