• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମହାନଦୀ ଘାଟରେ ବୁଲୁଛି କୁମ୍ଭୀର, ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ

by Voice of Victims
August 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମହାନଦୀ ଘାଟରେ ବୁଲୁଛି କୁମ୍ଭୀର, ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ

ସୁବର୍ଣ୍ଣପୁର: ନଦୀରେ ବୁଲୁଛି କୁମ୍ଭୀର ।  ଦୂରଦୁରା ମହାନଦୀ ଘାଟରେ କୁମ୍ଭୀର। ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ଦୂରଦୁରା ଗ୍ରାମ ନିକଟସ୍ଥ ମହାନଦୀ ଘାଟରେ କୁମ୍ଭୀର ଦେଖିବାକୁ ମିଳିଛି । ଫଳରେ ନଦୀକୁ ଗାଧୋଇ ଯାଉଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।.

ସୂଚନା ଅନୁସାରେ ସୋମବାର ପୂର୍ବାହ୍ନରେ କେତେକ ମତ୍ସ୍ୟଜୀବୀ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟର ନଦୀର ଘାଟରେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । ଫଳରେ ସେମାନେ ନଦୀରୁ ଫେରି ଆସିଥିଲେ । ସେହି ସମୟରୁ ଲୋକେ ଆଉ ନଦୀକୁ ସ୍ନାନ ଶୌଚ ପାଇଁ ଯାଇ ନଥିଲେ । ଏନେଇ ବୀରମହାରାଜପୁର ଅତିରିକ୍ତ ବନ ସଂରକ୍ଷକ ତଥା ରେଞ୍ଜ ଦାୟିତ୍ଵରେ ଥିବା ରେଞ୍ଜର ଅବିନାଶ ବରିହା ଓ ଅନ୍ୟ ବନ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ । ପରବର୍ତ୍ତୀ ସମୟର ଦୂରଦୁରା ବନପାଳ ଲିଙ୍ଗରାଜ ନାଏକଙ୍କ ତତ୍ତ୍ଵାବଧାନରେରେ ବନ ବିଭାଗର ଏକ ଟିମ ଯାଇ ଦୁରଦୁରା ଓ ଟେଭାପଦର ସମତେ ନଦୀ ଖଣ୍ଡିଆ ଜନ ବସତି ଅଞ୍ଚଳର ଲୋକଙ୍କୁ ନଦୀକୁ ନ ଯିବାକୁ ସଚେତନ କରିଛନ୍ତି। ବନ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିବା ସହକାରୀ ବନ ସଂରକ୍ଷକ ଅବିନାଶ ବରିହା ପ୍ରକାଶ କରିଛନ୍ତି ।

Post Views: 202
Share201Tweet126Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In