• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଏସଏମ୍ ସି ଦ୍ଵାରା ଏକ୍ସପାରୀ ଔଷଧ ବଣ୍ଟନ ଅଭିଯୋଗ

by Voice of Victims
August 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଓଏସଏମ୍ ସି ଦ୍ଵାରା ଏକ୍ସପାରୀ ଔଷଧ ବଣ୍ଟନ ଅଭିଯୋଗ

ବାଲେଶ୍ଵର (ଭିଓଭି); ୨୧/୧ – ସୋରୋ ବ୍ଲକ ଅନ୍ତର୍ଗତ ପାଖରର ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପାଣିଗ୍ରାହୀ । ଅଗଷ୍ଟ ୨୦୨୫ ରୁ ଏକ୍ସପାରୀ ହୋଇଯାଇଥିବା ଲୌହ ଏବଂ ଫୋଲିକ ଏସିଡ ଟାବଲେଟ କୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ଅଭିଯୋଗ କରିଛନ୍ତି ।

ଓଏସଏମ୍ ସି ଦ୍ୱ।ରା ବଣ୍ଟନ କରାଯାଇଥିବା ଟାବଲେଟ ୮/୨୦୨୩ରେ ପ୍ରସ୍ତୁତ ହୋଇଥିଲା ଏବଂ ଏହାର ମିଆଦ ଶେଷ ତାରିଖ ସ୍ପଷ୍ଟ ଭାବରେ ୦୭/୨୦୨୫ ଉଲ୍ଲେଖ ରହିଛି । ଏହା ସତ୍ତ୍ୱେ, ଡାକ୍ତରୀ କର୍ମଚାରୀମାନେ ଉପଯୁକ୍ତ ଯାଞ୍ଚ ବିନା ପିଲାମାନଙ୍କୁ ସେଗୁଡ଼ିକୁ ବଣ୍ଟନ କରିଥିବାରୁ ଶ୍ରୀଯୁକ୍ତ ପାଣିଗ୍ରାହୀ ସ୍ବାସ୍ଥ୍ୟ ସଚିବ, ଜିଲାପାଳ ଓ ଶିକ୍ଷା ଜିଲାଧିକାରୀଙ୍କୁ ହ୍ବାଟସଆପରେ ଅଭିଯୋଗ କରିଛନ୍ତି ।

Post Views: 102
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In