• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିପଦ ଶଙ୍କୁଳ ଅବସ୍ଥାରେ ଅର୍ଦ୍ଧ ନିର୍ମିତ ଘରବାଲି

by Voice of Victims
August 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବିପଦ ଶଙ୍କୁଳ ଅବସ୍ଥାରେ ଅର୍ଦ୍ଧ ନିର୍ମିତ ଘରବାଲି

ପାଟଣା, ୨୦ | ୦୮ – ବିପଦ ସାଜିଛି ଅର୍ଦ୍ଧ ନିର୍ମିତ ଘର । ବାଲିପାଟଣା ଶିକ୍ଷା ମଣ୍ଡଳ ଓଡ଼ଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିପଦ ସାଜିଛି | ଗୃହ ଟିକୁ ସଂପୃକ୍ତ ଠିକାଦାର ଅଧପାନ୍ତରିଆ କରି ଛାଡି ଦେଇଛନ୍ତି । ବିଧାୟକ ପାଣ୍ଠିରୁ ୨୦ ୨୩ – ୨୪ ଆର୍ଥିକ ବର୍ଷରେ ୭ ଲକ୍ଷ ଟଙ୍କା ଏବଂ ୨୦୨୪ -୨୫ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।

ସଂପୃକ୍ତ ଠିକାଦାର କାର୍ଯ୍ୟଟି କୁ ଆରମ୍ଭ କରି ଛାତ ପର୍ଯ୍ୟନ୍ତ ନିର୍ମାଣ କରିଛନ୍ତି । ମାତ୍ର ଛାତ ନ ପକାର ଛାଡି ଦେଇଛନ୍ତି । ଯାହା ଫଳରେ ଉକ୍ତ ଅଧପାନ୍ତରିଆ ଗୃହ ରେ ଗଛଲତା ଚଢି ଚାଲାଣି ଏବଂ ସରୀସୃପ ବସା ବାନ୍ଧିଲେଣି । ଛାତ୍ରଛାତ୍ରୀ ସେହି ବାଟ ଦେଇ ଯିବା ଆସିବାରେ ଭୟଭୀତ ହେଉଛନ୍ତି । ଏ ନେଇ ବ୍ଳକ୍ ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁପାରୁ ନାହିଁ । ଯଥାଶିଘ୍ର ଉକ୍ତ ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି ।

Post Views: 117
Share200Tweet125Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In