• About Us
  • Contact Us
Friday, May 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍

by Voice of Victims
August 31, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍

ଭୁବନେଶ୍ୱର: ଆମ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଟିକେଟ୍ । ହ୍ବାଟ୍ସଆପର ବହୁଳ ବ୍ୟବହାରକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ‘ଆମ ବସ୍’ ପାଇଁ ହ୍ବାଟ୍ସଆପରେ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଆଜି ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିବେ । ହ୍ବାଟ୍ସଆପ ଏବଂ ଆମ ବସରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟରେ ରିହାତି ମିଳିବା ନେଇ ମଧ୍ୟ ଘୋଷଣା ହୋଇପାରେ । କହି ରଖୁଛୁ  ଭୁବନେଶ୍ବର ଓ କଟକ ପୁରୀରେ ଆମ ବସ୍ ରେ ଯାତ୍ରା କରୁଥିବା ଲୋକଙ୍କୁ ଏବେ ଡିଜିଟାଲ୍ ପାସ୍ ମିଳୁଛି । ଏହା ଅନ୍ୟ ସହରକୁ ସମ୍ପ୍ରସାରଣ ହୋଇପାରେ ।

ବିଭିନ୍ନ ସହରରେ ଚାଲୁଥିବା ଏହି ଆମ ବସରେ ଯାତାୟାତ କରୁଛନ୍ତି ଅଧିକାଂଶ ଲୋକେ । କମ୍ ଟଙ୍କାରେ ସୁଗମ ଯାତ୍ରା ହେଉଥିବାରୁ ଲୋକମାନେ ଆମ ବସ୍ ଉପରେ ନିର୍ଭରଶୀଳ । ତେଣୁ ଲୋକଙ୍କୁ ସୁବିଧାକୁ ନଜରରେ ରଖି ଏଭଳି ସେବାକୁ ଆରମ୍ଭ କରିବାକୁ ଯାଉଛନ୍ତି ସରକାର ।

Post Views: 97
Share198Tweet124Send
Voice of Victims

Voice of Victims

Recent Posts

  • କକ୍ରୋଚ୍ ଜନତା ପାର୍ଟିକୁ ବଡ଼ ଝଟକା, X କୁ ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ
  • ଚାଷୀକୂଳ ପାଇଁ ବଡ଼ ଚେତାବନୀ, ଏଥର ଓଡିଶାରେ କମ ବର୍ଷା
  • ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO
  • ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା, ଜାମିନ ଆବେଦନ ଖାରଜ ପରେ ଶାଶୁ ଗିରିବାଳାଙ୍କୁ ଗିରଫ କଲା ସିବିଆଇ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In