ଗୋପ :- 13/09/2025 ଏବେ ପୂଜା ରୁତୁ ର ଆଗମନ ହେତୁ l ଶ୍ରୀମନ୍ଦିର ଠାରୁ ସମୁନ୍ଦ୍ର କୁଳ ଆଉ ପିପିଲି ଠାରୁ କୋଣାର୍କ ଆଉ କୋଣାର୍କ ଠାରୁ ପୁରୀ ଦେଇ ସାତପଡ଼ା ପର୍ଯ୍ୟନ୍ତ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ସୁରକ୍ଷିତ ରେ ଯାତାୟାତ କରିପାରିବେ ସେଥିପାଇଁ ଜିଲ୍ଲା ର ସମସ୍ତ ଥାନା ଏବେ ତତ୍ପର l ଠିକ ସେହିପରି ଗୋପ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଡ଼ିହାରୀ ଙ୍କ ନିର୍ଦେଶକ୍ରମେ ଗୋପ ଥାନାର ଏସ ଆଇ ବୁଧରାୟ ମାଝି ନେତୃତ୍ୱରେ ଗୋପ ର ବିଭିର୍ନ୍ନ ଜନବସତି ଅଞ୍ଚଳରେ ଏବଂ ବିନା ସ୍ବୀକୃତି ପ୍ରାପ୍ତ ମଦଦୋକାନ ରେ ଚଢାଉ କରି ଏକାଧିକ ମଦୁଆ ଙ୍କୁ ଗିରଫ କରାଯାଇଥିଲା l
( 290 ପି ଆର ବଣ୍ଡ) ବେଲ ରେ ପରିବାର ଲୋକ ଙ୍କୁ ଜିମା ଦେଇଛନ୍ତି ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ଯଦି କୌଣସି ଅପରାଧୀ ମୂଳକ କାର୍ଯ୍ୟକଳାପ ଦୁଷ୍ଟି କୁ ଆସେ ତେବେ ସେମାନଙ୍କୁ ଜେଲ ହାଜତ କୁ ପଠାଯିବ ବୋଲି ଅଧିକାରୀ ଶ୍ରୀ ପଢ଼ିଆରୀ କହିଛନ୍ତି l
