• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା, ଦ୍ବନ୍ଦ୍ବରେ ଶିକ୍ଷକ

by Voice of Victims
September 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର, ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦ୍ବନ୍ଦ୍ବରେ ଶିକ୍ଷକ। ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ଦିନ ଶିକ୍ଷକମାନେ ସ୍କୁଲରେ ରହିବେ ନାଁ ପରୀକ୍ଷା ଦେବାକୁ ଯିବେ । ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି ।  ଏଥର ୨୭କୁ ପରୀକ୍ଷା ତାରିଖ ଭାବେ ନିର୍ଧାରଣ କରାଯାଇଛି । ତାହା ଶନିବାର ଓ କାର୍ଯ୍ୟ ଦିବସ ।

ସେ ଦିନ ଶିକ୍ଷକ ସ୍କୁଲ ଯାଇ ପାଠ ପଢ଼ାଇବେ ନା ପରୀକ୍ଷା ଦେବାକୁ ଯିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ୭୫ ହଜାର ପ୍ରାଥମିକ ଶିକ୍ଷକ ଏହି ପରୀକ୍ଷା ଦେବେ। ଯେଉଁ ସ୍କୁଲରେ ସବୁ ଶିକ୍ଷକ ପରୀକ୍ଷା ଦେବେ, ସେଦିନ ସ୍କୁଲ ଖାଲି ହୋଇଯିବ। କେଉଁ ପରିସ୍ଥିତିରେ ସରକାର କାର୍ଯ୍ୟ ଦିବସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାକୁ ନେଇ ଶିକ୍ଷକ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୨୭ ବଦଳରେ ୨୮ ତାରିଖ ରବିବାର ପରୀକ୍ଷା କରିବାକୁ ପ୍ରାଥମିକ ଶିକ୍ଷକ ସଙ୍ଘ ଦାବି କରିଛି।

Post Views: 72
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In