• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାଲାକନଗିରି ପୋଲିସକୁ ବଡ଼ ସଫଳତା, ସିଲେରୁ ଜଙ୍ଗଲରୁ ବନ୍ଧୁକ କାରଖାନା ଠାବ

by Voice of Victims
October 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ମାଲାକନଗିରି ପୋଲିସକୁ ବଡ଼ ସଫଳତା, ସିଲେରୁ ଜଙ୍ଗଲରୁ ବନ୍ଧୁକ କାରଖାନା ଠାବ

ମାଲକାନଗିରି : ଜଙ୍ଗଲରେ ବନ୍ଧୁକ କାରଖାନା । ମାଲାକନଗିରି ପୋଲିସକୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଆନ୍ଧ୍ର – ଓଡ଼ିଶା ସୀମା ସିଲେରୁ ଜଙ୍ଗଲରେ ଠାବ କଲେ ସୁରକ୍ଷାକର୍ମୀ । କାଲିମେଳା ଥାନା ଅନ୍ତର୍ଗତ ମଧୁମାଳ ଏବଂ ଚିଲକାଳମାମୁଡ଼ି ରିଜର୍ଭ ଫରେଷ୍ଟ ଅଂଚଳରେ ଡିଭିଏଫ ଯବାନ ସର୍ଚ୍ଚ ଅପେରସନ ବେଳେ ଠାବ ହୋଇଥିଲା ବନ୍ଧୁକ କାରଖାନା । ଜଙ୍ଗଲରେ ବନ୍ଧୁକ କାରଖାନା ଚଳାଇଛନ୍ତି ନକ୍ସଲ ।

ବନ୍ଧୁକ ତିଆରି କରିବା ସହ ମରାମତି କରୁଥିଲେ । ଏହାସହ ୪ଟି ଲ୍ୟାଣ୍ଡମାଇନ ଜବତ ହୋଇଛି । ନକ୍ସଲ ଲୁଚାଇ ରଖିଥିବା ଡିଟୋନେଟର ,କଡେ଼କ୍ସ ତାର,ୱେଲଡିଂ ମେସିନ, ଜେନେରେଟର, ୱେଲଡିଂ ରଡ଼ ସମେତ ବନ୍ଧୁକ ତିଆରି କରିବା ସମସ୍ତ ସରଞ୍ଜାମ ଏଠାରେ ରହିଥିଲା । ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫାରକ ସହ ବନ୍ଧୁକ ତିଆରି ସରଞ୍ଜାମ ରଖିଥିଲେ ବୋଲି ପୋଲିସ କହିଛି । ଫଳରେ ଏକ ଡ଼ ମାଓ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ।

Post Views: 50
Share201Tweet126Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In